Latest Odisha News

BREAKING NEWS

Browsing Tag

Oerc

ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର, ଧାର୍ଯ୍ୟ ସମୟରେ ଦେୟ ଦେଲେ ୟୁନିଟ୍ ପିଛା ୧୦ ପଇସା ରିହାତି

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ବିଦ୍ୟୁତ୍ ଦର ବୃଦ୍ଧି କରି ନାହାଁନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖା ଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ସୁରେଶ ମହାପାତ୍ରଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଅବସର ସହ ନିଯୁକ୍ତି । ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେବେ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଉଥିବା ବେଳେ ସରକାର ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି…

ଅକ୍ଟୋବରରୁ ବିଜୁଳି ମହଙ୍ଗା, ୟୁନିଟ ପିଛା ବଢ଼ିବ ୨୦ ପଇସା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର । ୟୁନିଟ୍ ପିଛା ଦର ୨୦ ପଇସା ମହଙ୍ଗା ହେବ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗ ହେବ ବର୍ଦ୍ଧିତ ଦର । ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ରାଜ୍ୟରେ ବଢିପାରେ ବିଦ୍ୟୁତ୍ ଦର !

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ଦେୟ ଲାଗି ଏଥର ଉପଭୋକ୍ତାଙ୍କୁ ଅଧିକ ଦର ଦେବାକୁ ପଡିପାରେ । ଏନେଇ ଗ୍ରୀଡକୋ ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ (ଓଇଆରସି)କୁ ଅନୁରୋଧ କରିଛି । ଚଳିତ ବର୍ଷ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ ବୋଲି ଓଇଆରସି ଦେଇଥିବା ନିଷ୍ପତ୍ତିର ପୁନର୍ବିଚାର…