ଧାନ ବିଲରେ ହେଲା ପ୍ରେମ, ୬୦ ବର୍ଷରେ ବିବାହ କଲେ ବୃଦ୍ଧ-ବୃଦ୍ଧା
କେନ୍ଦ୍ରାପଡ଼ା : ବୁଢ଼ା ବୟସରେ ହେଲା ପ୍ରେମ । ବରକୁ ୬୩, କନିଆଁକୁ ୬୭ । ଉଭୟଙ୍କର ରହିଛି ୬ଟି ସନ୍ତାନ । ପଚାରିଲାନି ପରିଚାର । ବାହାହେଲେ ବୃଦ୍ଧ-ବୃଦ୍ଧା ଦମ୍ପତ୍ତି । ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗଗୁଆ ପଞ୍ଚାୟତର ଗୁଳୁଦିଆ ଗାଁରେ ।…