ଦେଶରେ ୪,୮୬୮ରେ ପହଞ୍ଚିଲାଣି ଓମିକ୍ରନ୍ ମାମଲା
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦୦ରେ ପହଞ୍ଚିଲାଣି। ଦେଶରେ ଏପର୍ଯ୍ୟନ୍ତ ୪,୮୬୮ ଟି ମାମଲା ଦେଶରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଛି।
ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଯଥାକ୍ରମେ ୧୨୮୧…