Latest Odisha News

BREAKING NEWS

Browsing Tag

Omicron Variant

ଦେଶରେ ୪,୮୬୮ରେ ପହଞ୍ଚିଲାଣି ଓମିକ୍ରନ୍‌ ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦୦ରେ ପହଞ୍ଚିଲାଣି। ଦେଶରେ ଏପର୍ଯ୍ୟନ୍ତ ୪,୮୬୮ ଟି ମାମଲା ଦେଶରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଛି। ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଯଥାକ୍ରମେ ୧୨୮୧…

ସମସ୍ତେ ହେବେ ଓମିକ୍ରନ୍‌ ସଂକ୍ରମିତ; ରୋକିପାରିବନି ବୁଷ୍ଟର ଡୋଜ!

ନୂଆଦିଲ୍ଲୀ: ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଓମିକ୍ରନ୍ ପ୍ରଜାତିକୁ ରୋକିବା ପ୍ରାୟ ଅସମ୍ଭବ ଏବଂ ଶେଷରେ ଏହା ସମଗ୍ର ବିଶ୍ୱକୁ ସଂକ୍ରମିତ କରିବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ ଓମିକ୍ରନ୍‌କୁ ରୋକିବାରେ…

ଓମିକ୍ରନ୍‌ ଭୟ; ରାଜଧାନୀରେ ପ୍ରାଇଭେଟ୍‌ ଅଫିସ୍‌ ଓ ରେଷ୍ଟୁରାଣ୍ଟ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣ ବାହାରେ କରୋନା। କରୋନାକୁ ରୋକିବା ଲାଗି ସରକାର କଟକଣାକୁ ଆହୁରି କଠୋର କରିଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ର ନୂଆ ଆଦେଶ ଅନୁଯାୟୀ, ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ, ସମସ୍ତଙ୍କୁ ୱାର୍କ ଫ୍ରମ୍‌…

ଭାରତରେ ରୂପ ବଦଳାଇଲାଣି ଓମିକ୍ରନ୍‌!

ନୂଆଦିଲ୍ଲୀ: ସମଗ୍ର ଦେଶରେ ଓମିକ୍ରନ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୁହାଯାଉଛି ଭାରତରେ ରୂପ ବଦଳାଇଥାଇପାରେ ଓମିକ୍ରନ୍‌। ଓମିକ୍ରନ୍‌ର ଅନ୍ୟ ଏକ ପ୍ରକାର ବୋଲି କୁହାଯାଉଥିବା BA.1 ପ୍ରଜାତି ବର୍ତ୍ତମାନ ଡେଲଟାର ସ୍ଥାନ ନେବା ଆରମ୍ଭ କରିସାରିଲାଣି। ବର୍ତ୍ତମାନ, ଏହା ମହାରାଷ୍ଟ୍ର ଏବଂ…

ଓମିକ୍ରନ୍‌ ଭୟ; ଆହୁରି କଠୋର ହେବ କଟକଣା; ବ୍ୟାନ୍‌ ହୋଇପାରେ ରେସ୍ତୋରାଁରେ ବସି ଖାଇବା

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ କ୍ଷୀପ୍ର ବେଗରେ ମାଡୁଥିବାରୁ ରାଜଧାନୀ ଦିଲ୍ଲୀରେ କରୋନା କଟକଣା ଆହୁରି କଡାକଡି ହୋଇପାରେ। ଆଜି ଏକ ସମୀକ୍ଷା ବୈଠକ ପରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଜାତୀୟ ରାଜଧାନୀରେ କଠୋର ନିର୍ଦ୍ଦେଶାବଳୀ ଘୋଷଣା କରିବାର ସମ୍ଭାବନା…

ଓମିକ୍ରନ୍‌ ଭୟ; ଚିନ୍ତାରେ ମୋଦୀ ସରକାର; ହୋମ୍‌ ଆଇସୋଲେସନ୍‌ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଓମିକ୍ରନ୍‌ ମାମଲା ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ  ଯାହାକୁ ନେଇ ଏବେ ତୃତୀୟ ଲହରର ଆଗମନ ନେଇ ଆଶଙ୍କା କରାଯାଉଛି। କରୋନା ମହାମାରୀକୁ ନେଇ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହୋମ୍‌ ଆଇସୋଲେସନ୍‌ ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି।…

ଓମିକ୍ରନ୍ ଚିହ୍ନଟ ପାଇଁ RT-PCR କିଟକୁ ମଞ୍ଜୁରୀ ଦେଲା ICMR

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ମାଡୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଭାରତରେ ବି ସଂକ୍ରମିତଙ୍କ ସଂଖ୍ୟା ୧୮ଶହ ପାର କଲାଣି । ଏଭଳି ସ୍ଥିତିରେ ଓମିକ୍ରନକୁ ଚିହ୍ନଟ କରିବା ପାଇଁ ପ୍ରଥମ କିଟରୁ ମଞ୍ଜୁରୀ ଦେଇଛି ଆଇସିଏମଆର୍ । ଏହାକୁ ଟାଟା ମେଡିକାଲ୍ ପ୍ରସ୍ତୁତ କରିଛି । ଏହାର ନାଁ…

WHOର ସତର୍କବାଣୀ: ଡେଲଟା ସହ ମିଶି ଓମିକ୍ରନ୍ ଆଣିବ କରୋନାର ସୁନାମୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଗ୍ରାସିଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆମେରିକାରୁ ୟୁରୋପ ମହାଦେଶ ସମସ୍ତେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି । ସଂକ୍ରମଣ ଦ୍ରୁତ ବ୍ୟାପୁଛି । ଆମେରିକାରେ ଦୈନିକ ସଂକ୍ରମଣ ପାଖାପାଖି ୫ ଲକ୍ଷ । ୟୁରୋପ ମହାଦେଶର ଅନେକ ଦେଶରେ କରୋନା ବିସ୍ଫୋରଣ ସୃଷ୍ଟି…

ଆଉ ୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ; ପଶ୍ଚିମବଙ୍ଗ

କୋଲକାତା: ପଶ୍ଚିମବଙ୍ଗରେ ଅତି କମରେ ପାଞ୍ଚ ଜଣ ବ୍ୟକ୍ତି ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି…

ମହାରାଷ୍ଟ୍ର ଓ ଦିଲ୍ଲୀରେ ମାଡୁଛି ଓମିକ୍ରନ୍, ଦେଶରେ ୬୫୩ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ୨୧ ରାଜ୍ୟରେ ପଶିଲାଣି କରୋନାର ନୂଆ ଭାରିଆଣ୍ଟ । ଦୈନିକ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ବାହାରିଛି ଆଉ ୭୫ ପଜିଟିଭ୍ । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି ପାଇଛି । ଗତକାଲି ଏହି…