ଭୁଲ୍ ଅସ୍ତ୍ରୋପଚାର ପାଇଁ ୮୦ ଲକ୍ଷ ଗଣିବେ ୨ ଡାକ୍ତର ଓ ନର୍ସିଂ ହୋମ୍
ଭୁବନେଶ୍ୱର: ଘରୋଇ ନର୍ସିଂ ହୋମ୍ ସହ ୨ ଡାକ୍ତରଙ୍କୁ ୮୦ ଲକ୍ଷ ଟଙ୍କା ଜରିମାନା । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଦିବ୍ଯାଙ୍ଗ ହେବା ଓ ଚାକିରି ହରାଇବା ମାମଲାରେ ସମ୍ବଲପୁର ଖାଉଟି ଅଦାଲତ ୮୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।
ସୂଚନା ଅନୁସାରେ, ସମ୍ବଲପୁର ମୋଦିପାରାର ସୁମିତ୍ ଦାଶ…