Latest Odisha News

BREAKING NEWS

Browsing Tag

Organ Donation

ଅଂଗଦାନ ମହୋତ୍ସବ : ମୃତ୍ୟୁ ପରେ ବି ଜୀବନର ସଚେତନତା ବାର୍ତ୍ତା ବାଣ୍ଟିଲା ସମ୍ମମ୍‌

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ବି ସେ ଆହୁରି ୮ଟି ଜୀବନ ବଂଚାଇ ପାରିବ । “ମୃତ୍ୟୁ ପରେ ବି ଜୀବନ” ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତା ବାଂଟିଛି ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାର । ସମ୍ମମ୍ ପକ୍ଷରୁ ଶନିବାର ଅଂଗଦାନ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ…

ଏମ୍‌ସ ଭୁବନେଶ୍ୱରରେ ଅଙ୍ଗଦାନ ଦିବସ; ଅଙ୍ଗଦାନ ନିମନ୍ତେ ଶପଥ ନେଲେ ଚିକିତ୍ସକ, ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆଜି ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି। ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ…

ଅଙ୍ଗଦାନ: ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ

ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୁହୂର୍ତ୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍ ଦାନ…

ଅଙ୍ଗଦାନ ମାଧ୍ୟମରେ ଜଣେ ବ୍ୟକ୍ତି ଆଠଟି ଜୀବନ ରକ୍ଷା କରିପାରିବ: ଡାକ୍ତର ନିକୁଞ୍ଜ କିଶୋର ରାଉତ

ଭୁବନେଶ୍ୱର : ଗୋଟିଏ ବ୍ୟକ୍ତି ଅଙ୍ଗ ଦାନ କଲେ ଅତି କମ୍‌ରେ ଆଠଟି ଜୀବନ ରକ୍ଷା ହୋଇପାରିବ ବୋଲି କିମସ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ନିକୁଞ୍ଜ କିଶୋର ରାଉତ କହିଛନ୍ତି। ଅଗଷ୍ଟ ୧୩ ତାରିଖ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଡା ରାଉତ କହିଛନ୍ତି ଅଙ୍ଗଦାନ କ୍ଷେତ୍ରରେ…

ଅଙ୍ଗଦାନ କରିଥିବା ୩ ପାରିବାରକୁ ‘ସୁରଜ ସମ୍ମାନ’

ଭୁବନେଶ୍ୱର: ମହାନା କାମ ପାଇଁ ମିଳିଲା ମହା ସମ୍ମାନ । ଅଙ୍ଗଦାନ ଦିବସରେ ଅଙ୍ଗଦାନ କରିଥିବା ୩ଟି ପରିବାରକୁ ମିଳିଲା ସୁରଜ ସମ୍ମାନ । ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି ଅଙ୍ଗଦାନ ପୁରସ୍କାର କାର୍ଯ୍ୟକ୍ରମ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କ…