Latest Odisha News

BREAKING NEWS

Browsing Tag

Paikamal

ଉପନିର୍ବାଚନରେ ରେଡ୍ ରାଜନୀତି, ବିଜେପି ବିଧାୟିକାଙ୍କ ନାଁରେ ମାମଲା

ବରଗଡ଼: ଉପନିର୍ବାଚନ ପ୍ରଚାରକୁ ନେଇ କମ୍ପୁଥିବା ପଦ୍ମପୁର ରାଜନୀତିରେ ଚଢ଼ାଉ ନୂଆ ଟ୍ୱିଷ୍ଟ ଆଣିଛି । ସୋମବାର ସକାଳେ ଆୟକର ଓ ସନ୍ଧ୍ୟାରେ ଜିଏସଟି ରେଡକୁ ନେଇ ରାଜନୈତିକ ବାକଯୁଦ୍ଧ ପରେ ଆରମ୍ଭ ହୋଇଛି ଏତଲା । ଜିଏସଟି ଅଧିକାରୀଙ୍କ ଚଢ଼ାଉ ବେଳେ ବାଧା ଦେବା ଏବଂ ଦୁର୍ବ୍ୟବହାର ଅଭିଯୋଗରେ…

‘ରାଜ୍ୟ ସରକାର ଜାଗା ନଦେଲେ ରେଳ ଲାଇନ୍ କିପରି ହେବ?’

ପଦ୍ମପୁର: ପାଇକମାଳରେ ମାଳ ମାଳ ବିଜେପି ନେତା । ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାରରେ ସାମଲ ହୋଇଛନ୍ତି ୨ କେନ୍ଦ୍ର ମନ୍ତ୍ରୀ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ ଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଟୁକୁନି ସାହୁଙ୍କ ରେଳମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗ ଉଠିଥିଲା…

ସାର ଦୋକାନୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ

ବରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ । ପାଇକମାଲ ବ୍ଲକ ସହକାରୀ କୃଷି ଅଧିକାରୀ ତଥା ସାର ନୀରିକ୍ଷକ ପ୍ରଣୟ କୁମାର ମନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ସାର ଡିଲରଙ୍କ ସାର ଲାଇସେନ୍ସ ବାତିଲ୍ କରିବା ଭୟ ଦେଖାଇ ସହକାରୀ କୃଷି ଅଧିକାରୀ ଦେଢ଼ ଲକ୍ଷ ଟଙ୍କା…