Latest Odisha News

BREAKING NEWS

Browsing Tag

pak

ପାକିସ୍ତାନରେ ପୁଣି ହିଂସା :୩ ପୋଲିସ ମୃତ , ୭୦ ରୁ ଅଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନରେ ପୁଣି ହିଂସା। ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି।ଏହି ସଂଘର୍ଷରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ। ପ୍ରାୟ ୭୦ ରୁ ଅଧିକ ଜଣ ଆହତ ହୋଇଛନ୍ତି।ଟିଏଲପି ମୁଖ୍ୟ ସାଦ ରିଜଭିଙ୍କୁ ଓ…

ଦେଶ ଜିତିବା ପରେ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ଗୃହମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ :ଭାରତ ନାଁରେ ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ। ପାକିସ୍ତାନ ମ୍ୟାଚ ଜିତିବା ଖୁସିରେ ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରସିଦ ଭାରତ ନାଁରେ ବିବାଦୀୟ ବୟାନ ଦେଇଛନ୍ତି । କାଲି ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ପରାସ୍ତ ହେବା ପରେ ,ଏକ ଭିଡିଓ ଜାରି କରି…

ଋଷରେ ପାକିସ୍ତାନର ଇଜ୍ଜତ ଗଲା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଋଷିଆରେ ପୁଣି ଥରେ ଅସମ୍ମାନର ଶିକାର ହୋଇଛି ପାକିସ୍ତାନ । ଆଫଗାନିସ୍ତାନ ସ୍ଥିତିକୁ ନେଇ ଋଷିଆରେ ଡକାଯାଇଥିଲା ବୈଠକ। ଋଷ୍‌ର ରାଜଧାନୀ ମସ୍କୋରେ ଏକ ବୈଠକ ଡକା ଯାଇଥିଲା । ଆଉ ଏହି ବୈଠକରେ ଭାରତ, ଚୀନ, ଇରାନ ଓ ଆମେରିକା ଭଳି ଦେଶ ଉପସ୍ଥିତ ଥିଲେ । ଏକ ଗମ୍ଭୀର…

ତାଲିବାନର ଧମକ ପରେ କାବୁଲକୁ ବିମାନ ଚଳାଚଳ ସ୍ଥଗିତ କଲା ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପିଆଇଏ ଗୁରୁବାର ଦିନ କାବୁଲରୁ ବିମାନ ଚଳାଚଳ ରଦ୍ଦ ରଖିବାକୁ ଘୋଷଣା କରିଛି । ଏହା ପୂର୍ବରୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏସିଏଏ ପକ୍ଷରୁ ପିଆଇଏ ଓ କାମ୍ ଏୟାର ଲାଇନ୍ସକୁ କାବୁଲ-ଇସଲାମାବାଦ ବିମାନର…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ଷ୍ଟାଡିୟମରେ ପାକିସ୍ତାନକୁ ସମର୍ଥନ କଲେ ଭାରତୀୟ ପ୍ରଶଂସକ

ଲଣ୍ଡନ : ଲଣ୍ଡନରେ ଚାଲିଛି ଆଇସିସି ବିଶ୍ୱକପ । ରବିବାର ଏହାର ଲଡର୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭିତରେ ଦେଖିବାକୁ ମିଳିଥିଲା କଡା ମୁକାବିଲା । ଏହି ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ରନରେ ପରାସ୍ତ କରିଛି । ଭାରତଠୁ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନକୁ…