Latest Odisha News

BREAKING NEWS

Browsing Tag

Pakhala Divas

ପଖାଳ ଦିବସ ପାଳିଲେ ଓଡ଼ିଆ ନେତା ଓ କର୍ମୀ, ସୋସିଆଲ ମିଡିଆରେ ଶୁଭେଚ୍ଛା ଓ ଫୋଟୋ ପୋଷ୍ଟ୍

ଭୁବନେଶ୍ୱର : ବିଶ୍ୱ ପଖାଳ ଦିବସ ଅବସରରେ ଗାଁଠୁ ସହର, ପ୍ରଦେଶରୁ ପ୍ରବାସୀ ଓଡ଼ିଆଙ୍କ ଯାଏଁ, ସବୁଠି ହୋଇଛି ପଖାଳ ଖିଆର ଆୟୋଜନ । ଓଡ଼ିଆଙ୍କ ପ୍ରିୟ ପଖାଳ କଂସା ପାଖରେ ଆଜି ଦେଖିବାକୁ ମିଳିଛି ଭଳିକିଭଳି ସୁସ୍ବାଦୁ ଖାଦ୍ୟର ପସରା, ଏସବୁ ଭିତରେ ପଲିଟିକାଲ ପଖାଳକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ।…

ମହାପ୍ରଭୁଙ୍କର ପ୍ରିୟ ପଖାଳ, ଘିଅ ପଖାଳ ବାସ୍ନାରେ ମହକିବ ବଡ଼ଦେଉଳ

‘ପଖାଳ’ ତା’ର ସ୍ୱାଦ ମଧୁର । କୋଟି କୋଟି ଓଡ଼ିଆଙ୍କ ପସନ୍ଦ ପଖାଳ । ଖାଲି ଓଡ଼ିଆ ମାନଙ୍କର ପଖାଳ ପସନ୍ଦ ତାହା ନୁହେଁ ମହାପ୍ରଭୁ ମଧ୍ୟ ପଖାଳ ପ୍ରିୟ । ବଡ଼ଦେଉଳରେ ମହାପ୍ରଭୁଙ୍କ ପାଖରେ ଛପନ ପଉଟି ଭୋଗ ଲାଗି ହୋଇଥାଏ ହେଲେ ମହାପ୍ରଭୁଙ୍କର ଆଦର ରହିଥାଏ ପଖାଳରେ । ତେଣୁ ମହାପ୍ରଭୁଙ୍କ…

ଖରାକୁ ପଖାଳ ପାଗ, ଖାଇବାରେ ଓଡିଆ ଆଗ

ଆଜି ପଖାଳ ଦିବସ । କୁହାଯାଏ ଓଡିଆଙ୍କ ଜୀବନ ପଖାଳ କଂସା । ଯେତେ ଗରମ ହେଉ କି ଭୋକ ହେଉଥାଉ ପଖାଳ ଭାତ ଦି ଗୁଣ୍ଡା ଖାଇ ତୋରାଣୀ ଟିକେ ପିଇ ଦେଲେ ମନକୁ ଶାନ୍ତି ମିଳିଯାଏ । ଏବେ ତ ଖରା ଅସହ୍ୟ ହେଲାଣି ଓ ଗୁଳୁଗୁଳି କଥା ବି କହିଲେ ନ ସରେ । ଆଉ ଏତିକି ବେଳେ ଜମିଯାଏ ପଖାଳ । ଧନୀ ହଉ ବା…