Latest Odisha News

BREAKING NEWS

Browsing Tag

pakistan Jail

ପାକିସ୍ତାନରେ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ । ଶୁକ୍ରବାର ପାକିସ୍ତାନ ସରକାର ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କୁ ଏହି ସୂଚନା ଦେଇଛନ୍ତି । ବନ୍ଦୀ ମାନଙ୍କ ଭିତରେ ରହିଛନ୍ତି ୪୯ ଜଣ ସାଧାରଣ ନାଗରିକ ଏବଂ ୬୩୩ ଜଳପଥ ସୀମା ପାର କରିଥିବା ମତ୍ସ୍ୟଜୀବୀ । ଏହି…

ବିର୍ଜୁ କୁଲୁଙ୍କୁ ସହାୟତା ଯୋଗାଇବେ ଓଡିଶା ସରକାର

ରାଉରକେଲା: ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ବିର୍ଜୁ କୁଲୁ ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ ଜଙ୍ଗରପଡା ଗ୍ରାମକୁ ଫେରିବାର ଗୋଟିଏ ଦିନ ପରେ ତାଙ୍କୁ ସମସ୍ତ ସହାୟତା ଯୋଗାଇବା ଲାଗି ପ୍ରକାଶ କରିଛନ୍ତି ଓଡିଶା ସରକାର । ଗଣମାଧ୍ୟମକୁ ସୂଚନା ଦେଇ ଡିଷ୍ଟ୍ରିକ୍ଟ ରୁରାଲ୍ ଡେଭଲପମେଣ୍ଟ…

ପାକିସ୍ତାନ ଜେଲରୁ ମୁକ୍ତି ପରେ ଆଜି ଜନ୍ମମାଟି କୁତ୍ରାରେ ପହଞ୍ଚିବେ ବିରଜୁ କୁଲୁ

ସୁନ୍ଦରଗଡ଼: ଆଉ କେଇ ଘଣ୍ଟାର ଅପେକ୍ଷା । ୨୦ ବର୍ଷ ପରେ ପରିବାର ଲୋକଙ୍କୁ ଆଖିରେ ଦେଖିବେ । ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁରେ ପହଞ୍ଚିବେ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ । ଆଜି ସେ ଝାଡ଼ଖଣ୍ଜରୁ କୁତ୍ରା ଅଭିମୁଖେ ବାହାରିଛନ୍ତି ।…

ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ ସଜା କାଟିବା ପରେ ଗାଁକୁ ଫେରୁଛି ଓଡ଼ିଆ ପୁଅ

ସୁନ୍ଦରଗଡ: ୨୫ ବର୍ଷ ପରେ ଘରକୁ ଫେରୁଛି ପୁଅ । ପାକିସ୍ତାନ ଜେଲରେ ୨୦ ବର୍ଷ ସଜା କାଟି ଓଡ଼ିଆ ପୁଅ ଘରକୁ ଫେରୁଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ଗାଁକୁ ଫେରୁଥିବାରୁ ଗାଁ ଲୋକେ ତା ଫେରିବା ବାଟକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।…