Latest Odisha News

BREAKING NEWS

Browsing Tag

Pallahara

ଏଥର ଅନୁଗୋଳରୁ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ବିଜେଡ଼ିର ଗଡ଼ ଅନୁଗୋଳ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସରକାର ଆସିବା ପରଠାରୁ ହିଁ ଜିଲ୍ଲାରେ ବିଜେଡ଼ି ବାଜିମାତ କରି ଆସୁଛି। ୨୦୦୦ ଓ ୨୦୦୪ ମସିହା ନିର୍ବାଚନକୁ ବାଦ ଦେଲେ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନ ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ପାଳଲହଡ଼ା ଓ ତାଳଚେରରେ…

ଗୋଟିଏ ଗାଁରୁ ୭ ଦିନରେ ୨୪ କୋଭିଡ୍ ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସୁପାରିସ୍

ଅନୁଗୁଳ: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଦୈନିକ ସଂକ୍ରମଣ ୨ ଅଙ୍କ ପାର୍ କଲାଣି । ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି ପାଲଲହଡ଼ା ବ୍ଲକ ଈଶ୍ୱର ନଗର ପଞ୍ଚାୟତ ବଡ଼ଝାର ଗାଁ । ଗତ…

କଳିକେଶ ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ୱର : ବିଜୁ ଜନତା ଦଳ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ୨ ନେତାଙ୍କୁ ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ବିଜୁ ଜନତା ଦଳର…