Latest Odisha News

BREAKING NEWS

Browsing Tag

Panchayat Office

ଘେରିଲେ ପଂଚାୟତ ଅଫିସ, ଝୁଲାଇଲେ ତାଲା

ମାଲକାନଗିରି: ମହଙ୍ଗା ପଡିଲା ସରଂପଚଙ୍କ ମନମୁଖୀ ଶାସନ । ଲୋକେ ତାତିଲେ, ବିରୋଧ କଲେ ଏପରିକି ପଂଚାୟତ ଅଫିସ ଘେରାଉ ବି କଲେ । ଶେଷରେ ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡା ପଂଚାୟତ ଅଫିସରେ ତାଲା ବି ପକାଇଲେ । ମିଳିଥିବା ସୂଚନା ଅନୁଯାୟୀ ନୂତନ ପଂଚାୟତ ଅଫିସ…

ବିନା ରେଜିଷ୍ଟ୍ରେସନରେ ଓଡ଼ିଶା ମନା, ୨୪ରୁ ପଞ୍ଜୀକରଣ କରିପାରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ବିନା ପଂଜୀକରଣରେ ଓଡ଼ିଶାକୁ ଆସି ପାରିବେନି ପ୍ରବାସୀ ଓଡ଼ିଆ । ରାଜ୍ୟକୁ ଫେରିବାକୁ ହେଲେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି । ଅନଲାଇନ୍ ହେଉ କି ଅଫଲାଇନ୍‌, ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବାକୁ ଯାଉଛନ୍ତି…

ମାଲକାନଗିରିରେ ପଞ୍ଚାୟତ ଅଫିସ୍ ଉଡାଇଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପାଖାପାଖି ୩୦ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଆସି ବିସ୍ଫୋରଣ କରି…