Latest Odisha News

BREAKING NEWS

Browsing Tag

Paradip

ଭାରତ ବନ୍ଦ ଯୋଗୁଁ ପାରାଦୀପରେ ଅଚଳାବସ୍ଥା; ବନ୍ଦ ରହିଲା ଅଧିକାଂଶ କାରଖାନା

ପାରାଦୀପ: ଦେଶର ୧୦ଟି ଟ୍ରେଡ୍ ୟୁନିଅନ ଓ ୫୪ଟି ସ୍ବାଧିନ ଫେଡେରେସନ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ପାରାଦୀପ ରେ ପାଳିତ ହୋଇଛି। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସରକାରୀ ଉଦ୍ୟୋଗକୁ ଘରୋଇକରଣ, ୪୪ ଟି ଶ୍ରମ ଆଇନକୁ ୪ଟି କୋଡରେ ବିଭକ୍ତ କରିବାର ମସୁଧା ପ୍ରଭୁତି ୧୨ ଦଫା…

ପାରାଦୀପରେ ଜଳିଗଲା ୩ ଦୋକାନ, ବହୁ ସମ୍ପତ୍ତି ନଷ୍ଟ

ପାରାଦୀପ: ପାରାଦୀପ ଅନ୍ତର୍ଗତ ଗେଟ୍ ବଜାର ଅଞ୍ଚଳରେ ଶନିବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୩ଟି ଦୋକନ ଜଳି ଧୂଳିସାତ ହୋଇପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଭୋରରୁ କୌଣସି କାରଣବଶତଃ ଏହି ବଜାରରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ…

ପାରାଦୀପରୁ ଧରାପଡିିଲା ବିରଳ ପ୍ରଜାତି ମାଛ, ଦେଖନ୍ତୁ ଭିଡିଓ

ପାରାଦୀପ: ପାରାଦୀପ ନିକଟସ୍ଥ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମତ୍ସ୍ୟଜୀବୀ ଗତ ଗୁରୁବାର ସଂଧ୍ୟାରେ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ଦେଖନ୍ତୁ ଭିଡିଓ:- https://youtu.be/_37puDe1vsQ ପ୍ରାପ୍ତ ସୂଚନାନୁଯାୟୀ, ଗତକାଲି ସଂଧ୍ୟାରେ ଅଠରବାଙ୍କି ବାଲିପ୍ଲଟର ମସ୍ର‌୍ୟଜିବୀ ମାନେ ଟଲର…

ପାରାଦୀପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଜଣଙ୍କର ଶୋଚନୀୟ ମୃତ୍ୟୁ

ପାରାଦୀପ: ପାରାଦୀପ ବନ୍ଦରାଞ୍ଚଳରେ ୨ଟି ଭିନ୍ନଭିନ୍ନ ସ୍ଥାନରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁବାର ଦିନ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଠରବାଙ୍କି ଟର୍ମିନାଲ ନିକଟରେ ଆଜି ସକାଳେ ଏକ ବାଇକ ଆରୋହୀଙ୍କୁ ପଛପଟରୁ ଏକ ଟ୍ରକ ଧକ୍କା…

ମୋବାଇଲ୍ ଫାଟି ଶ୍ରମିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପର ଅଠରବାଙ୍କୀ ଅଞ୍ଚଳରେ କୌଣସି କାରଣବଶତଃ ମୋବାଇଲ୍ ଫାଟିଯିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କର ଘର ନୟାଗଡ ଅଞ୍ଚଳରରଣପୁର ଗ୍ରାମର ମୁନା ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକ ଜଣକ ପାରାଦୀପ ଜଗନ୍ନାଥ ଟ୍ରକ୍…

କେମିକାଲ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ, ଡ୍ରାଇଭର ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ବାଇପାସ୍ ରୋଡ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଗାଡିର ଡ୍ରାଇଭର ଓ ହେଲପର୍ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଟାଙ୍ଗି ଅଗ୍ନିଶମ…