ଜନ୍ମଦିନରେ କେକ୍ କାଟୁଛି ଶୁଆ, ଭୋଜି ଖାଉଛନ୍ତି ବନ୍ଧୁ ପରିଜନ
ସୁବର୍ଣ୍ଣପୁର : ଆଜିକାଲିର ଫ୍ୟାସନ ଜନ୍ମଦିନରେ କେକ୍ କାଟିବା । ଆଉ ଜନ୍ମଦିନରେ କେକ୍ କଟା ନଗଲେ ଫିକା ପଡ଼ିଯାଏ ମନ । ଆପଣମାନେ ନିଜ ନିଜ ଜନ୍ମଦିନରେ କେକ୍ କାଟିଥିବେ ଆଉ ଆପଣମାନଙ୍କ ବନ୍ଧୁ ଜନ୍ମଦିନରେ କେକ୍ କାଟିବାର ବି ଦେଖିଥିବେ । ହେଲେ ଆମେ କହୁଛୁ ଜନ୍ମ ଦିନରେ କେକ୍ କାଟୁଛି…