Latest Odisha News

BREAKING NEWS

Browsing Tag

PM Modi

ଫ୍ରାନ୍ସରେ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍, କାଶ୍ମୀର ମାମଲାରେ ମଧ୍ୟସ୍ଥତା ନ’କରିବାକୁ ଦେଲେ…

ବିୟରିଜ୍ (ଫ୍ରାନ୍ସ): ଆରମ୍ଭ ହେଲା ଜି-୭ ଶିଖର ସମ୍ମିଳନୀ । ଫ୍ରାନ୍ସର ବିୟରିଜଠାରେ ଅନୁଷ୍ଠିତ ହେଉଥିବା ଏହି ଶିଖର ସମ୍ମିଳନୀରେ ଭାରତର ଏକରକମ କୁଟନୈତିକ ବିଜୟ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଶିଖର ସମ୍ମିଳନୀ ବିଶ୍ୱର ଯେଉଁ ୭ଟି ଶକ୍ତିଶାଳୀ ଦେଶଗୁଡ଼ିକୁ ନେଇ ଅନୁଷ୍ଠିତ ହେଉଛି…

୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨ଦିନିଆ ଫ୍ରାନ୍ସ ଗସ୍ତରେ ବାହାରିିଛନ୍ତି । ଏହି ୨ ଦିନିଆ ଗସ୍ତ ଅବସରରେ ମୋଦି ପ୍ରଥମେ ଫ୍ରାନ୍ସରେ ପହଞ୍ଚିବା ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ଏହି…

ଜାପାନରେ ମୋଦୀ, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜାପାନରେ ପହଞ୍ଚିଛନ୍ତି । ଜାପାନର ଓସାକା ବିମାନବନ୍ଦରରେ ମୋଦୀ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ନେଇ ଜଣାପଡିଛି । ମିଳିଥିବା…

ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ମହଙ୍ଗା ପଡିଲା, ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବଲପୁର ଗସ୍ତ ସମୟରେ ତାଙ୍କ ହେଲିକପ୍ଟର ଯାଞ୍ଚ କରି ଅଡୁଆରେ ଫସିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ । ପରେ ଏହି ଘଟଣାରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ତାଙ୍କୁ ନିଲମ୍ବିତ ମଧ୍ୟ କରିଛନ୍ତି । ସୂଚନାନୁଯାୟୀ ‘ଏସପିଜି ସୁରକ୍ଷା’ କାରଣରୁ…