Latest Odisha News

BREAKING NEWS

Browsing Tag

Police Informer

ସୀମାନ୍ତରେ ଲାଲ୍ ହିଂସା, ଘରୁ ଡାକି ନେଇ ଗଳା କାଟି ଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛି ଲାଲ୍ ବାହିନୀ । ମୃତକ ଫରେଷ୍ଟଗାଓ ଥାନା ଖଡ଼କାଗାଓର ରାମଲାଲ ପୋଡାଇ । ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଖଡକାଗାଓ…

ନୂଆପଡ଼ାରେ ଲାଲ୍ ତାଣ୍ଡବ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ନୂଆପଡ଼ା: ପୁଣି ମାତିଲେ ମାଓବାଦୀ । ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀ ଗୁରୁବାର ବିଳମ୍ବିତ ରାତିରେ ଜଣଙ୍କୁ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଢେକୁନପାଣି ଗାଁ ମୁଣ୍ଡରେ ୪୦ ବର୍ଷୀୟ ଅନନ୍ତରାମ ରାଉତଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇଛନ୍ତି । ଛତିଶଗଡ଼…

ମାଓବାଦୀ ପ୍ରଜାକୋର୍ଟରେ ତିନିଜଣଙ୍କୁ ମୃତ୍ୟୁଦଣ୍ଡ

ମାଲକାନଗିରି: ପ୍ରତିଦିନ ସାମ୍ନାକୁ ଆସୁଛି ମାଓ ଶିବିର ଠାବ ଖବର ସାଙ୍ଗକୁ ଏନ୍‌କାଉଣ୍ଟର୍ ଘଟଣା । ତଥାପି ଚୁପ୍ ବସିନାହାଁନ୍ତି ମାଓ ସଙ୍ଗଠନ । ଖାସ କରି ଓଡିଶାର ମାଲକାନଗିରି ଓ ଛତିଶଗଡ ରାଜ୍ୟରେ ସକ୍ରିୟ ରହିଛନ୍ତି ଲାଲ ବାହିନୀ । ଆଜି ପ୍ରଜାକୋର୍ଟରେ ତିନିଜଣଙ୍କୁ ଇନ୍‌ଫର୍ମର୍ ସନ୍ଦେହରେ…

ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ରାୟଗଡ଼ା: ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା ଗାଁ ନିକଟରେ ତାଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସନ୍ତୋଷ ଦଣ୍ଡସେନା । ଗତକାଲି ରାତି ପ୍ରାୟ ୧୦ଟା ବେଳେ ସଶସ୍ତ୍ର ମାଓବାଦୀମାନେ ଆସି ସନ୍ତୋଷକୁ ଘରୁ…