ନେତାଙ୍କ କାନ୍ଦ ଦେଖି ହସୁଛନ୍ତି ଜନତା, ଚାଷୀ ଜଳକା
ଭୁବନେଶ୍ୱର: କାହା ଆଖିରେ ଲୁହ ନିଜ ଆଖି ଦେଖିଲେ ଆପେ ଓଦା ହୋଇଯାଏ । ସେଥିପାଇଁ କେହି ଜଣେ କାନ୍ଦକୁ ସଂକ୍ରମଣ ବୋଲି କହିଥିଲେ । ହେଲେ ଏ କି ଦୃଶ୍ୟ ! ଅନ୍ୟର କାନ୍ଦ କେବେ ହାସ୍ୟରୋଳ ସୃଷ୍ଟି କରପାରେ ? ହେଲେ ଏଠି ବିଜେଡି-ବିଜପି କାନ୍ଦ ସାରା ରାଜ୍ୟବାସୀଙ୍କୁ ହସାଉଛି ! ହଁ, ରାଜନୀତିରେ…