ଓଲଟିଲା ଆଳୁ ବୋଝେଇ ଟ୍ରକ, ଘରକୁ ବୋହିନେଲେ ଲୋକ
ଯାଜପୁର: ରାସ୍ତାରେ ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା । ବସ୍ତା ବସ୍ତା ଆଳୁ ଘରକୁ ବୋହି ନେଲେ ଲୋକ । ଯିଏ ଯେତେ ପାରିଲା ନେଇ ପଳାଇଲେ । ଆଳୁ ନେବାକୁ ବେଶ କିଛି ସମୟ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ମାତ୍ର କିଛି ସମୟ ଭିତରେ ପୂରା ଟ୍ରକକୁ ଖାଲି କରିଦେଲେ ଲୋକ ।…