Latest Odisha News
Browsing Tag

powercut

ପନ୍ଦର ମିନିଟ୍‍ ପାଇଁ ବିଜୁଳି ବନ୍ଦର ଆହ୍ୱାନ

ଭୁବନେଶ୍ୱର: ବୁଧବାର ସନ୍ଧ୍ୟା ୫ଟାବେଳେ ବିଦ୍ୟୁତ୍‍ ଉପଭୋକ୍ତା ମହାସଂଘ ତରଫରୁ ମାଷ୍ଟର କ୍ୟାଣ୍ଟିନ୍‍ ଛକଠାରେ ଘଣ୍ଟିକିଆ ପ୍ରତିବାଦ ସଭା ହୋଇଥିଲା । ଏହି ସଭାରେ କଂଗ୍ରେସ, ସି.ପି.ଆଇ(ଏମ୍‍) ସି.ପି.ଆଇ, ସମାଜବାଦୀ ପାର୍ଟି ଫରୱାର୍ଡ଼ ବ୍ଲକ୍‍, ସିି.ପି.ଆଇ. ଏମ୍‍.ଏଲ୍‍. (ଲିବରେସନ୍‍),…

ରାଜଧାନୀର ଏହିସବୁ ଅଞ୍ଚଳରେ ଆସନ୍ତାକାଲି ୮ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ରାଜଧାନୀର କିଛି ଅଞ୍ଚଳରେ ଶନିବାର ଦିନ ବିଦ୍ୟୁତ କାଟ ହେବା ନେଇ ଏକ ନୋଟିସ ଜାରି କରାଯାଇଛି । ମରାମତି କାର୍ଯ୍ୟ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି । ସେସୁ ପକ୍ଷରୁ…

ଜାନୁଆରୀ ୩ ଓ ୪ ତାରିଖରେ ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା

ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଜାନୁଆରୀ ୩ ଓ ୪ ତାରିଖରେ ଭୁବନେଶ୍ୱର ଓ କଟକ ଏହିସବୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା ହୋଇଛି । ଜାନୁଆରୀ ୩ ତାରିଖ ସକାଳ ୭ଟାରୁ ୧୨ଟା(ଭୁବନେଶ୍ୱର) : ପଟିଆ , କାନନବିହାର, ରଘୁନାଥପୁର , ତାରିଣୀ ବିହାର,…