Latest Odisha News

BREAKING NEWS

ଜାନୁଆରୀ ୩ ଓ ୪ ତାରିଖରେ ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା

ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଜାନୁଆରୀ ୩ ଓ ୪ ତାରିଖରେ ଭୁବନେଶ୍ୱର ଓ କଟକ ଏହିସବୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା ହୋଇଛି ।

ଜାନୁଆରୀ ୩ ତାରିଖ ସକାଳ ୭ଟାରୁ ୧୨ଟା(ଭୁବନେଶ୍ୱର) :

ପଟିଆ , କାନନବିହାର, ରଘୁନାଥପୁର , ତାରିଣୀ ବିହାର, ମାରୁତି ରେସିଜେନ୍ସି, ମନସୁନ ଗ୍ରୀନ, ନନ୍ଦନକାନନ, ଜିଡିଏସ୍ ଟାଓ୍ବାର, ବିଜେବି ନଗର, ଲୁଇସ ରୋଡ୍, ଆଚର୍ଯ୍ୟ ବିହାର, ବାର୍ଡ କଲୋନୀ, ଭୋଇ ନଗର, ଫ୍ଲାଟ ଏରିଆ, ନୟାପଲ୍ଲୀ, ବେହେରା ସାହି, କଳିଙ୍ଗ ଷ୍ଟାଡିୟମ ।

ସକାଳ ୧୦ ଟା ରୁ ୧ ଟା:

ନ୍ୟୁ ଫରେଷ୍ଟ ପାର୍କ, ନାଭାଲ ହାଉସିଂ କଲୋନି

ଦିନ ୨.୩୦ରୁ ୪ଟା୩୦:

ଆଦର୍ଶ ବିହାର, ମାରୁତି ଭିଲ୍ଲା, ପଟିଆ

ଜାନୁଆରୀ ୩ ତାରିଖ ସକାଳ ୮ଟାରୁ ୩ଟା (କଟକ):

ନାରଙ୍ଗ ବସ୍ତା, କଖାଡି, ଗୁରୁଡିଝାଟିଆ

ସକାଳ ୮ଟାରୁ ସଂଧ୍ୟା ୫ଟା:

ନରସିଂହପୁର

ଜାନୁଆରୀ ୪ତାରିଖ ସକାଳ ୮ଟାରୁ ୧୧ଟା (ଭୁବନେଶ୍ବର):

ୟନିଟ-୩, ମଧୁସୁଦନ ନଗର, ଶାସ୍ତ୍ରୀ ନଗର, ଏନଆଇସି, ଶ୍ରୀୟା ଛକ ଅଞ୍ଚଳ

ସକାଳ ୯ଟାରୁ ଅପରାହ୍ନ ୩ଟା:

ବିଡିଏ କଲୋନୀ, ରେଳ ବିହାର, ନାବାର୍ଡ, ନିଳାଦ୍ରୀ ବିହାର, ରଘୁନାଥପୁର, ତାରିଣୀ ବିହାର, ମାରୁତି ରେସିଡେନ୍ସି, ମନସୁନ ଗ୍ରୀନ, ନନ୍ଦନକାନନ, ଜି଼ଡିଏସ ଟାଓ୍ବାର, ଫୁଲନଖରା, ନହରକଣ୍ଟା, ସାଇ ବିହାର, ବାସୁଆଘାଇ, ବୋମିଖାଲ, ନାଗେଶ୍ବର ବାଙ୍ଗି, ଜଗନ୍ନାଥ କଲୋନୀ, ଟଙ୍କପାଣି ରୋଡ୍, କୋର୍ଟ କଲୋନୀ

ଜାନୁଆରୀ ୪ତାରିଖ ସକାଳ ୧୦ଟାରୁ ଦିନ ୧ଟା (କଟକ):

ଶିଖରପୁର ଅଞ୍ଚଳ

୮ଟାରୁ ଦିନ ୧୨ଟା:

କଟକ ଗ୍ରାମାଞ୍ଚଳ, ନିଆଳି

ସକାଳ ୮ଟାରୁ ସଂଧ୍ୟା ୫ଟା:

ନାରାଙ୍ଗବସ୍ତା, କଖାଡି, ଗୁରୁଣ୍ଡିଝାଟିଆ, ନରସିଂହପୁର

୩ଟାରୁ ସଂଧ୍ୟା ୫ଟା: ଡିମିରି ଅଞ୍ଚଳ

Leave A Reply

Your email address will not be published.