Latest Odisha News

BREAKING NEWS

Browsing Tag

Pradeep Jena

IAS ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଆଇଏଏସ୍ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଆଜି ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ସେହିଭଳି ଆଇଏଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି…

‘କୋହଳ ହେଲା କଟକଣା, ବଢ଼ିଲା ଅବହେଳା, ବଢ଼ିଲା କରୋନା’

ଭୁବନେଶ୍ୱର: ଲକଡାଉନ କଟକଣା କୋହଳ ହେବା ପରେ ବଢ଼ିଗଲା ଲୋକଙ୍କ ଅବହେଳା । ବେପାରୁଆ ହୋଇଗଲେ ଲୋକ ।  କିଛି ଲୋକଙ୍କ ଦାୟିତ୍ୱିହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…

ଆଶ୍ୱସ୍ତିକର ଖବର: ହୀରାକୁଦକୁ କମୁଛି ବନ୍ୟା ଜଳ ପ୍ରବେଶ

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରବଳ ବର୍ଷା ଓ ଭୀଷଣ ବନ୍ୟା ପରିସ୍ଥିତି ପରେ ମହାନଦୀରେ ବଡ଼ ବିପତ୍ତି ଆସିଛି । ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଇଥିଲା । ହୀରାକୁଦର ୪୬ଟି ଗେଟ୍ ଖୋଲାଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ହୀରାକୁଦକୁ ମହାନଦୀର ବନ୍ୟା ଜଳ…

‘ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଓ ତେଲ ନଦୀରେ ବନ୍ୟା ଆଶଙ୍କା’

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଗତ ୨୪ ଘଂଟାରେ ୩୦ ଜିଲ୍ଲାରେ ବର୍ଷା ହୋଇଛି । ହାରାହାରି ୫୫ .୮ମିଲିମିଟର ଓ ୬ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି ବୋଲିଏସ୍ ଆରସି ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ସର୍ବାଧିକ…