Latest Odisha News

BREAKING NEWS

Browsing Tag

Prasenjit Sethi

କବିତା : ଗୁହାରୀ ଶୁଣ

ପ୍ରସେନଜିତ ସେଠୀ  କାଳିଆ ତୁ ଶ୍ରୀକ୍ଷେତ୍ରେ ବିରାଜି ବୋଲାଉ ଜଗତ ଈଶ୍ଵର ତୋ ଇଙ୍ଗିତେ ଏ ସାରା ସଂସାର ପ୍ରତି କ୍ଷଣ ହୁଅଇ ତତ୍ପର ତୁ ଦେଖୁଥାଉ ତୋ ଲୀଳା ସମ୍ଭାର ତୋର ରତ୍ନ ସିଂହାସନେ ରହି ସ୍ଥିର!! ସଭିଏଁ ତୋର କ୍ଷେତ୍ରେ ଯାଇ ତୋ ପାଶେ ପଶନ୍ତି ଶରଣ ନିଜ ଦୁଃଖ ଦୁର୍ଦ୍ଦଶା…

କବିତା : ସେ ମା’

ପ୍ରସେନଜିତ ସେଠୀ  ନିଜ ରକ୍ତ ମାଂସ ଦେଇ ଅସହ୍ୟ ଯନ୍ତ୍ରଣା ସହି ନଅ ମାସ ଗର୍ଭେ ବୋହି ନବଜାତ ଜନ୍ମ ଦିଏ, ସେ ମାଆ। ଶିଶୁ ପାଳେ ଦୁଗ୍ଧ ଦେଇ, ପିଲା ସାଥେ ପିଲା ହୋଇ, ମନ ଭୁଲା ଗପ କହି, ମଳ ମୂତ୍ର ବାନ୍ତି ଧୋଇ, ଛୋଟରୁ ବଡ଼ କରିଥାଏ, ସେଇ ମାଆ। ଯଥାସାଧ୍ୟ ଜ୍ଞାନ ଦେଇ…

କବିତା : ତୁମ ପ୍ରେମରେ

ପ୍ରସେନଜିତ ସେଠୀ  ଆଗୋ ଚନ୍ଦ୍ର ମୁଖି ମୃଗ ସମ ଆଖି ବଣ ମଲ୍ଲୀ ବାସ ତୁମେ, ସଦ୍ୟ ପ୍ରସ୍ଫୁଟିତା ଗୋଲାପ କଢି ଗୋ ବସା ବାନ୍ଧିଛ ମୋ ମନେ !! ଆପାଦ ମସ୍ତକ ଶୋଭାରାଜି ତବ ଦେଖିଲେ ପାଗଳ ଚିତ୍ତ ସ୍ଵର୍ଗରୁ ସତେକି ଅପସରା ଗଣ ମର୍ତ୍ତ୍ୟ ପରେ ସମାହିତ !! ସ୍ଵର ତବ କାନେ କୋଇଲିର…

କବିତା : ନାରୀ ଶକ୍ତିମୟୀ

ପ୍ରସେନଜିତ୍ ସେଠୀ ସେ ତ ସାଜେ କେବେ ରାଣୀ ଲକ୍ଷ୍ମୀବାଈ ରଣହୁଙ୍କାର ଦେଇ, କେବେ ନିଃସହାୟ ପ୍ରସ୍ତର ଅହଲ୍ୟା ସ୍ବାମୀ ଅଭିଶାପ ପାଇ। ସେ ମାତା ଜାନକୀ କାନନେ ବୁଲଇ ପତିବ୍ରତା ଧର୍ମ ପାଇଁ, କେବେ ପୁଣି ସାଜେ ମହିଷା ମର୍ଦିନୀ ସଂସାରକୁ ମୁକ୍ତି ଦେଇ। ସେ ମାତା ଧରିତ୍ରୀ କୋଳେ ଧରି…