ପାୱାର କଟ୍ ନୁହେଁ ଯାନ୍ତ୍ରିକ ତ୍ରୁଟି ପାଇଁ କଟୁଛି ଲାଇନ୍: ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟବ୍ୟାପି ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ରହୁ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ପୁଣି ଥରେ କହିଛନ୍ତି ରାଜ୍ୟରେ ପାୱାର କଟ୍ ହେଉ…