Latest Odisha News
Browsing Tag

Pratap sarangi

‘ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ, ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ’

ନୂଆଦିଲ୍ଲୀ: କରୋନା କଟକଣା ପାଳନ କରି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ଲାଗି ଆଜି ସୁପ୍ରିମକୋର୍ଟ ଅନୁମତି ଦେବାପରେ ସବୁଆଡ଼େ ଆନନ୍ଦ ପ୍ରକାଶ ପାଇଛି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା । ଟ୍ଵିଟ କରି ଶାହା ଲେଖିଛନ୍ତି ଯେ ଆଜି ଆମ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ ପୋଷ୍ଟର ଭାଇରାଲ ଘଟଣା, ୫ ଜଣଙ୍କ ନାଁରେ ଏତଲା

ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ । ଆଜି ସକାଳେ ବାଲେଶ୍ୱର ସହରର ଅନେକ କାନ୍ଥବାଡରେ ଏଭଳି କିଛି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏଥିସହ ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଏହି ଘଟଣା ଜଣାପଡିବା ପରେ ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ୫…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ, ବାଲେଶ୍ୱରରେ ଲାଗିଛି ପୋଷ୍ଟର

ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ନିଖୋଜ । ଏଭଳି ଏକ ପୋଷ୍ଟର ବାଲେଶ୍ୱରର ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ‘ଆମର ସାଂସଦ ପ୍ରତାପ ଷଡଙ୍ଗୀ ନିଖୋଜ, ଦୟାକରି ଖୋଜିବାରେ ସାହାଯ୍ୟ କରନ୍ତୁ’ ବୋଲି ଲେଖାହୋଇଛି ।…

ରାଷ୍ଟ୍ରପତି କୋବିନ୍ଦଙ୍କ ସହ ୭ଦିନିଆ ବିଦେଶ ଗସ୍ତରେ ଯିବେ ଏହି ଓଡିଆ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରବିବାର ଦିନଠାରୁ ଆଫ୍ରିକୀୟ ଦେଶ ତଥା ବେନିନ୍, ଗାମ୍ବିଆ ଓ ଗୁଇନିଆ ଆଦି ୩ ଗଣରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ପଶ୍ଚିମବଙ୍ଗ ସାଂସଦ ଦିଲ୍ଲୀପ ଘୋଷ ମଧ୍ୟ ଏହି ଗସ୍ତରେ ଯିବାର…

ନିତିନ ଓ ପ୍ରତାପଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ଗଡକରୀଙ୍କ ସହ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ମନ୍ତ୍ରଣାଳୟର ଦାୟିତ୍ୱ…

ନବନିଯୁକ୍ତ ଓଡିଶାର ୨ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଓଡିଶାର ୨ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍…