Latest Odisha News

BREAKING NEWS

Browsing Tag

pregnancy

ଅତ୍ୟଧିକ ମୋଟାପଣ ଗର୍ଭପାତର ମୁଖ୍ୟ କାରଣ….

ବିବାହ ପରେ ମା ହେବା ଦାମ୍ପତ୍ୟ ଜୀବନର ସବୁଠାରୁ ବଡ଼ ଖୁସି ଓ ସୌଭାଗ୍ୟର କଥା ହୋଇଥାଏ । ସନ୍ତାନଟିଏ ପାଇଁ ସ୍ୱାମୀ ସ୍ତ୍ରୀ ଯେତିକି ଉତ୍ସାହିତ ହୋଇଥାଆନ୍ତି ତା’ଠୁ ଅଧିକ ଉତ୍ସାହିତ ଥାଆନ୍ତି ପରିବାର ଲୋକେ । କିନ୍ତୁ ଏହି ଖୁସି ଗର୍ଭପାତ କାରଣରୁ ଦୁଃଖରେ ପାଲଟି ଯାଏ । ପୂରା ପରିବାର…

୫୨ ଦିନ ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ, ମାଆ ଓ ଶିଶୁଙ୍କ ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର

ଭୁବନେଶ୍ୱର: ଗର୍ଭରେ ଯାଆଁଳା ଶିଶୁ ଥିବା ନେଇ ଜଣା ପଡ଼ିବା ପରେ ଗତ ଅକ୍ଟୋବର ମାସରେ ଜଣେ ମହିଳା ପ୍ରଥମ ମୃତଶିଶୁକୁ ଜନ୍ମ ଦେଇଥିଲେ। ଅନ୍ୟ ଶିଶୁଟି ଡିସେମ୍ବର ମାସରେ ଜନ୍ମ ଗ୍ରହଣ କଲା । ଦୀର୍ଘ ୫୨ ଦିନ ଧରି କିମସ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରି ମାଆ ଓ ଶିଶୁର ଜୀବନ ବଞ୍ଚାଇବାରେ ସଫଳ…

ନବଜାତର ମୃତ୍ୟୁ ପରେ ଆଖି ବୁଜିଲା ନାବାଳିକା ମାଆ

ଫୁଲବାଣୀ: ନବଜାତ ପରେ ଆଖି ବୁଜିଲା ନାବାଳିକା ମାଆ । ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ…

ରିୟଲ ନୁହେଁ ରିଲ୍‌ରେ ଗର୍ଭବତୀ ନେହା କକ୍କର !

ମୁମ୍ବାଇ: ବିବାହ କରିବାର ଦୁଇମାସ ପରେ ଗର୍ଭବତୀ ଅଛନ୍ତି ନେହା କକ୍କର । ଏହି ଖବର କାଲିଠୁ ଆଜି ଯାଏଁ ପ୍ରାୟ ସମସ୍ତ ଖବର କାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଚହଳ ଖେଳାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ବି କିଛି ଲୋକ ନେହା ଓ ରୋହନପ୍ରୀତଙ୍କୁ ବଧେଇ ଜଣାଇଥିଲାବେଳେ ଅନେକ…

ଦୁବାଇରେ ବିରୁଷ୍କାଙ୍କ ପ୍ରେଗନେନ୍ସି ସେଲିବ୍ରେସନ୍ !

ଦୁବାଇ: ସୋସିଆଲ ମିଡିଆରେ ଦୁଇରୁ ତିନି ହେବାକୁ ଯାଉଥିବା ଖବରକୁ ସେୟାର କରି ସମସ୍ତଙ୍କୁ ଚକିତ କରିଥିଲେ ବିରାଟ ଓ ଅନୁଷ୍କା । ଏହି ପୋଷ୍ଟ ପରେ ବଲିଉଡର ଅନେକ ତାରକାଙ୍କ ସମେତ ବହୁ କ୍ରିକେଟର୍ ବି ସେମାନଙ୍କୁ ବଧେଇ ଜଣାଇଥିଲେ । ତାଜା ସ୍ଥିତିରେ ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ ଦୁବାଇରେ…