Latest Odisha News

BREAKING NEWS

Browsing Tag

President Murmu

ସିଆଚିନ୍ ବେସ୍ କ୍ୟାମ୍ପରେ ରାଷ୍ଟ୍ରପତି, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

ଲଦାଖ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ଯବାନଙ୍କୁ ଭେଟିବା ସହ କହିଛନ୍ତି ଯେ ସମସ୍ତ ଦେଶବାସୀ ସେମାନଙ୍କ ସାହସିକତାକୁ ନମସ୍କାର କରୁଛନ୍ତି। ସୈନିକମାନଙ୍କୁ ସମ୍ବୋଧିତ କରି…

ବଜେଟ୍ ଅଧିବେଶନକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଇରଙ୍ଗପୁରପୁରରୁ ରାଇସିନା ହିଲ୍ ଯାଇ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ । ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ମହାମହିମ ମୁର୍ମୁ  । ପ୍ରଥମ ଥର ପାଇଁ ସେ ଆଗାମୀ ବଜେଟ୍ ଅଧିବେଶନକୁ ଉଦଘାଟନ କରିବାକୁ ଯାଉଛନ୍ତି । ଜାନୁଆରୀ…

ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପିଏମ୍

ନୂଆଦିଲ୍ଲୀ : ଆଜି ଗୁରୁ ନାନକ ଜୟନ୍ତୀ । ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁ ନାନକଙ୍କ ବାଣୀ ଜରିଆରେ ସମାଜରେ ଶାନ୍ତି, ସମାନତା ଓ ସମୃଦ୍ଧି ଆଣିହେବ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି…

ଗର୍ଭଗୃହକୁ ଯିବେ ଓ ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି

ପୁରୀ : ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ପୁରୀ ଆସି ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।…