Latest Odisha News
Browsing Tag

Priyanka Gandhi

ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମର୍ଥନ ପୁଣି ଥରେ ଚର୍ଚ୍ଚାରେ। ପ୍ରିୟଙ୍କା ଗାନ୍ଧୀ 'ପାଲେଷ୍ଟାଇନ' ଲେଖାଥିବା ଏକ ବ୍ୟାଗ ଧରି ସଂସଦରେ ପହଞ୍ଚିଛନ୍ତି। ଯେଉଁ ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟାଗ…

ପ୍ରିୟଙ୍କାଙ୍କ ହାତରେ ‘ମୋଦି-ଅଦାନୀ ଭାଇ ଭାଇ’ ବ୍ୟାଗ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକବିତର୍କ ବୃଦ୍ଧି ପାଉଛି। ଏପଟେ କଂଗ୍ରେସ ଦଳ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଥିବାବେଳେ ଶାସକ ଦଳ ସମ୍ପୂର୍ଣ୍ଣ ବିରୋଧ କରୁଛି। ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ…

ପ୍ରିୟଙ୍କା ଗର୍ଜିଲେ, ଶାହା ବୁଝାଇଲେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମୁହାଁମୁହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ଏଥର କଡା ଫାଇଟ ଦେଖିବାକୁ ମିଳୁଛି। କଂଗ୍ରେସକୁ ମିଳିଥିବା ଝଟକାର ପ୍ରତିଶୋଧ ନେବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ…

ରାହୁଲଙ୍କ ଅପେକ୍ଷା ଅଧିକ ପସନ୍ଦ ପ୍ରିୟଙ୍କା ଗାନ୍ଧୀ !

ଭୁବନେଶ୍ୱର: ରାଜସ୍ଥାନରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ କରାଯାଉଛି। ରାଜସ୍ଥାନରେ ହେଭିୱେଟ ଫାଇଟ ହେଉଥିବା ବେଳେ ସରକାରକୁ ରିପିଟ କରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଏଭଳି ସ୍ଥିତିରେ…

ପ୍ରିୟଙ୍କାଙ୍କ ଆଟାକ, ଗେହଲୋଟଙ୍କ ଚାଲ, ରାଜସ୍ଥାନରେ କଂଗ୍ରେସ ଖେଳୁଛି ମାଇଣ୍ଡଗେମ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଉଭୟ ଶାସକ କଂଗ୍ରେସ ଓ ବିଜେପି ପାଇଁ ସବୁଠୁ ଅଧିକ ଚିନ୍ତା ବଢାଇଛି ରାଜସ୍ଥାନ। ଏଭଳି ସ୍ଥିତିରେ ବିଜେପିର ଦଳୀୟ କନ୍ଦଳ ଓ ବିଦ୍ରୋହର ଫାଇଦା ନେବାକୁ କଂଗ୍ରେସ ବଡ଼ ଯୋଜନା କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…

ତେଲେଙ୍ଗାନାରେ ବସରେ ବୁଲି ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନା ନିର୍ବାଚନ ପାଇଁ ଲଢେଇ ଦିନକୁ ଦିନ ତୀଵ୍ର ହେଉଥିବା ବେଳେ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି କ୍ରମରେ ଦଳ ତେଲେଙ୍ଗାନାର ୧୧୯ ବିଧାନସଭା ସିଟ ମଧ୍ୟରୁ ୬୦ ଟି ସିଟ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିସାରିଥିବା କୁହାଯାଉଛି। ଏମପି ମୁରଲୀଧରନଙ୍କ…

ରାଜସ୍ଥାନ ଯିବେ ପ୍ରିୟଙ୍କା, ସେପଟେ ଆଶାୟୀଙ୍କ ସହ ଲଢୁଛି ବିଜେପି!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳର ଆଗଧାଡ଼ିର ନେତାମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ୧୦…

ମଧ୍ୟପ୍ରଦେଶରେ ବିଜେପିକୁ ୫୦ ପ୍ରତିଶତ କମିଶନ ଡର, ପ୍ରିୟଙ୍କାଙ୍କ ବଡ଼ ଗେମ !

ଭୁବନେଶ୍ୱର: ମଧ୍ୟପ୍ରଦେଶର ବିଜେପି ସରକାର ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଦୁର୍ନୀତି ଅଭିଯୋଗ ଆଣି ଦଳୀୟ ରୋଷର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ୫୦ ପ୍ରତିଶତ କମିସନ ଅଭିଯୋଗ ଆଣିବା ପରେ ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ପ୍ରିୟଙ୍କାଙ୍କ ବିରୋଧରେ ଏତଲା…

ପ୍ରିୟଙ୍କାଙ୍କ ତିନି ଶିକାର

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଜନ ଆକ୍ରୋଶ ମହାରାଲିରେ ଯୋଗ ଦେଇ ପ୍ରିୟଙ୍କା ବିଜେପିକୁ ଟାର୍ଗେଟ କରିଛନ୍ତି। ଦେଶର ରାଜନୈତିକ ସ୍ଥିତି ଓ ରାଜନେତାଙ୍କ ବ୍ୟବହାରକୁ ନେଇ ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ…

୧୪ ରେ କ୍ଷମତା ନେଇଥିଲା ଦରବୃଦ୍ଧି, ୨୪ ରେ ଦେବ!

ଭୁବନେଶ୍ୱର: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣକୁ ଆସିବା ବଦଳରେ ଆହୁରି ବଢିଚାଲିଛି। ଯେଉଁଥିପାଇଁ ଲୋକଙ୍କ ଦୁର୍ଦଶା ମଧ୍ୟ ବଢି ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳଗୁଡିକ ଏହାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ଏହି ଅବସରରେ…