Latest Odisha News

BREAKING NEWS

Browsing Tag

Puri News

ଆଜି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ସାମିଲ ହେବେ ୯୦ ଦେଶର ପ୍ରତିନିଧି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଏବେ ଉତ୍ସବମୁଖର। ଏହି ପରିକ୍ରମା ପ୍ରକଳ୍ପ ଆଜି ଅର୍ଥାତ ବୁଧବାର ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ। ଜଗନ୍ନାଥ ହେରିଟେଜ୍ କରିଡର ଭାବରେ ମଧ୍ୟ ଜଣାଶୁଣା | ଓଡ଼ିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ (ଓବିସିସି) ଦ୍ୱାରା ଏହି…

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଦୁଇ ଦିନ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଏହି ବନ୍ଦ ସମୟରେ ଶ୍ରୀମନ୍ଦିର ଭିତର ସାନିଟାଇଜ କରାଯିବ । ଏନେଇ ପୂର୍ବଭଳି ଜଗନ୍ନାଥ ଦର୍ଶନ ବନ୍ଦ ରହିବ। ସାଧାରଣତଃ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର…

ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେବେ ବଡଠାକୁର

ପୁରୀ: ଆଜି ଶ୍ରୀମନ୍ଦିରରେ ହରହରି ବେଶରେ ଦର୍ଶନ ଦେବେ ବଡଠାକୁର । ପ୍ରଭୁଙ୍କ ଅବକାଶ ନୀତି ସମ୍ପନ୍ନ ହେବା ପରେ ବଡ ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯିବ। ପରମ୍ପରା ଅନୁସାରେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ବଡଠାକୁରଙ୍କ ହରହରି ବେଶ…

ବେଆଇନ ବାଣ ଗୋଦମ ଉପରେ ପୋଲିସର ଚଢାଉ , ଜଣେ ଅଟକ

ପୁରୀ : ବେଆଇନ ବାଣ ଗୋଦାମ ଉପରେ ପୋଲିସର ଚଢାଉ । ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗାଁର କଲ୍ୟାଣ ମଣ୍ଡପ ପରିସରରେ ବାଣ ଗୋଦାମ ଉପରେ ପୋଲିସ ଅଚାନକ ଚଢାଉ କରିଥିଲା । ବିନା ଲାଇସେନ୍ସରେ ବେଆଇନ ବାଣ ଗଛିତ ରଖିଥିବା ଅଭିଯୋଗରେ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀ…

ପୁରୀରେ ”ମୋ ସରକାର” ବୈଠକ ଅନୁଷ୍ଠିତ

ପୁରୀ : ''ମୋ ସରକାର'' ବୈଠକ । ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ବୈଠକ ଅନୁଷ୍ଠିତ ହୋଇଯାଇଛି। ''ମୋ ସରକାର'' ଅନ୍ତର୍ଗତ ଉପଲବ୍ଧ ସେବା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି।କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ…

ମା’ ବିମଳାଙ୍କ ମହାଷ୍ଟମୀ ପୂଜା

ପୁରୀ : ଶ୍ରୀକ୍ଷେତ୍ରରେ ଅଧିଷ୍ଟାତ୍ରୀ ଦେବୀ ମା’  ବିମଳାଙ୍କ ଆଜି ପବିତ୍ର ମହାଷ୍ଟମୀ । ଷୋଡଶ ଉପଚାର ସହ ହେଉଛି ମା’ ଙ୍କ ଗୁପ୍ତ ପୂଜାନୀତି । ଆଜି  ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବାର ପରମ୍ପରା ମଧ୍ୟ ରହିଛି । ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରରେ ଅଷ୍ଟଶକ୍ତିପୀଠ ସହିତ ସମସ୍ତ ଗୋଷାଣିଙ୍କ…

ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ପୁରୀ : ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ପୁରୀ ଗଡ଼ ମୃଗସିରା ପଞ୍ଚାୟତର ସୁନ୍ଦର ଗାଁ ର ଲୋକମାନେ ଜମିଜମା ଘଟଣା ନେଇ ହୋଇଥିବା ବିଶୃଙ୍ଖଳାରେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ପୁରୀ ସଦର ବ୍ଲକ ସୁନ୍ଦର ଗାଁ ର…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

ପୁରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ପୁରୀ ଚୁଡଙ୍ଗ ସାହି ଖୁଣ୍ଟିଆ ବଗିଚାର ରଞ୍ଜନ ଭୋଇଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ରଞ୍ଜନ ଅପରାହ୍ନରେ ନିଜ ଘର ପାଖରେ ଠିଆ ହୋଇ ରାସ୍ତା ମରାମତି କାମ ଦେଖୁଥିବାବେଳେ ଦଶ ରୁ ବାର ଜଣ ଯୁବକ ମାରଣାସ୍ତ୍ର ଧରି…

ଶ୍ରୀମନ୍ଦିରରେ ଲାଗି ହେବ ରାହୁରେଖା ନୀତି,ଅପରାହ୍ନରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ। ଏଣୁ ଅପରାହ୍ନ ୨ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦଇତା ପତି ସେବକ ମାନେ ରାହୁରେଖା ନୀତି ପାଇଁ…