Latest Odisha News
Browsing Tag

puri

ଆଜି ଦୋଳ ପୂର୍ଣ୍ଣିମା, ସୁନାବେଶରେ ଶ୍ରୀଜିଉ

ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଠୁ ସହର ସବୁଠି ଉତ୍ସବ ମୁଖର  । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହୋଇଛି । ରାତି ୧୦ଟା ୩୫ରେ ସୁନାବେଶ ଲାଗି ହେବ । ସକାଳ ଧୂପ ସରିବା ପରେ…

ଦୋଳପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆସନ୍ତାକାଲି ଦୋଳପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ସୁନାବେଶ। ସେଥିପାଇଁ ସଜେଇ ହୋଇଛି ଦୋଳବେଦୀ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆସନ୍ତାକାଲି ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ମଣି ବିମାନରେ ବସି…

ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ସି.ପି.ଆଇ(ଏମ୍)ର ବିକ୍ଷୋଭ

ପୁରୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ରନ୍ଧନ ଗ୍ୟାସ୍‌ ଦର । ଏଥିପାଇଁ ଖୋଲାଖୋଲି ଭାବେ  ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ସି ପି ଆଇ( ଏମ୍‌) ନେତା ଶରତ ରାୟଗୁରୁ। ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନରେ ରନ୍ଧନ ଗ୍ୟାସ ୪୧୦ ଟଙ୍କାରୁ ୧୨୦୦ଟଙ୍କାରେ ପହଞ୍ଚିଛି । ହୋଲି…

ବାଲୁକାକଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ଜନ୍ମ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ଏହି ବାଲୁକାକଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ…

ବାଙ୍ଗାଲୋରରେ ଚମକ ଦେଖାଇଲେ ପୁରୀର ଲିଟିଲ ମଡେଲ ଦିବ୍ୟାଶ୍ରୀ ବେହେରା

ପୁରୀ : କୁନି ପାଦ, କୁନି ଶରୀର, କିନ୍ତୁ ବଡ଼ ମଡେଲ ଭାବେ ନିଜକୁ ପ୍ରତିପାଦିତ କରିବାକୁ ଆଖିରେ ଭରି ରହିଛି ଅନେକ ସ୍ୱପ୍ନ । ୭ ବର୍ଷ ବୟସରେ ସାଉଁଟିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ମୃତି ଜାତୀୟ ପୁରସ୍କାର-୨୦୨୩। ଏତେ କମ ବୟସରୁ ଦିବ୍ୟାଶ୍ରୀ ଏବେ ସାଜିଛନ୍ତି ଅନ୍ତର୍ଜାତୀୟ ମଡେଲ ।…

ଦୁଆରୀ ଭୋଗ ଖାଇବାକୁ ନେଇ ଉତ୍ତେଜନା, ଭାଙ୍ଗିଦେଲେ ଠାକୁରଙ୍କ ବିମାନ ଚକ

ପୁରୀ : ଗୋପୀନାଥପୁର ଗାଁରେ ଗୋପୀନାଥ ଦେବ ଦୁଆରୀ ଭୋଗ ଖାଇବାକୁ ନେଇ ଗଣ୍ଡଗୋଳ  । ଠାକୁରଙ୍କ ବିମାନ ଚକ ଭାଙ୍ଗିଯିବା ସହ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଗୋପୀନାଥପୁର ଗ୍ରାମର ମନମୋହନ ରାଉତଙ୍କ ଘର ସମ୍ମୁଖରେ ଠାକୁର ଭୋଗ ଖାଇବାକୁ ଅଡି ବସିବାରୁ ଅନ୍ୟମାନେ ଏହାକୁ…

ଶ୍ରୀମନ୍ଦିର ଭିତରେ ଅଣ ହିନ୍ଦୁ ଅଫିସର ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଲା ଜଗନ୍ନାଥ ସେନା

ପୁରୀ: ଭାରତୀୟ ସେବା ଅଧିକାରୀଣି ରେଶମା ଲଖାନୀ ଶ୍ରୀମନ୍ଦିର ଭିତରକୁ ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଛି ଜଗନ୍ନାଥ ସେନା । ଏହାର ପ୍ରତିବାଦରେ ଆଜି ସେନା ପକ୍ଷରୁ ସିଂହଦ୍ୱାରରେ ଲିଖିତ ଅଭିଯୋଗ ଦାୟର କରାଯାଇଛି । ଗତ ୨୪ ତାରିଖ ଦିନ ଭାରତୀୟ ରାଜସ୍ବ ସେବା ଅଧିକାରୀଣି ରେଶମା ଲଖାନୀ…

ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ, ଚାଚେରୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ । ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଉଛି  ।  ଆଜି ଭକ୍ତଙ୍କୁ ଚାଚାରୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ…

ମହାପ୍ରଭୁଙ୍କୁ ଦର୍ଶନ କଲେ କ୍ୟାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କା

ପୁରୀ : ଶ୍ରୀକ୍ଷେତ୍ରରେ କ୍ୟାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କା । ମହାପ୍ରଭୁଙ୍କ ଦର୍ଶନ କଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା । ଗତକାଲି କ୍ୟାପଟେନ ଦିବ୍ୟଶଙ୍କର ପୁରୀ ପିପିଲିର ଏକ ରିସୋର୍ଟରେ ବିବାହ କରିଥିଲେ l ଆଜି ନବଦମ୍ପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ…

ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ପୁରୀ: ୧୯୪୪ ମସିହାରେ ସ୍ଥାପିତ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । ଏବେ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜୋରଦାର ଦାବି ହେଉଛି । ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏସସିଏସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା…