Latest Odisha News

BREAKING NEWS

Browsing Tag

Raghubar Das

କାହା ପକ୍ଷରେ ରାଜ୍ୟପାଳ? ରଘୁବରଙ୍କ ମୁଁହରେ ସରକାରଙ୍କ ଗୁଣଗାନ, ବିରୋଧି ଅସନ୍ତୋଷ

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ପ୍ରଥମ ଦିନରୁ ହାଇ ଡ୍ରାମା ମଧ୍ୟରେ ଆରମ୍ଭ ହୋଇଥିଲା ଅଧିବେଶନ। ଗୋଟେ ପଟେ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ…

ନାବାଳକର ଚିକିତ୍ସା ପାଇଁ ତତ୍କାଳ ଆର୍ଥିକ ସହାୟତା ଯୋଗାଇ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଲଗାତାର କିଛି ଦିନ ହେବ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଜିଲ୍ଲାକୁ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନର ରାସ୍ତା ମଧ୍ୟ କହିଦେଉଛନ୍ତି। ପୂର୍ବରୁ ରାଜ୍ୟପାଳ ଏସଏଚଜି ମହିଳା ଗୋଷ୍ଠୀ, ଚାଷୀ, ଛାତ୍ରଛାତ୍ରୀ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ…

ଜିଲା ବୁଲି ତୃଣମୂଳସ୍ତରରେ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରର ଲୋକଙ୍କ ସହିତ ମିଶୁଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା, କୃଷକ ତଥା ଜିଲ୍ଲାବାସୀଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମିଶିବା ସହିତ ମୌଳିକ ସମସ୍ୟା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।…