Latest Odisha News

BREAKING NEWS

Browsing Tag

Rain

ଝିମ ଝିମ୍ ବରଷାରେ ଭିଜିଲା ଓଡ଼ିଶା

ଭୁବନେଶ୍ବର: ଗରମରୁ ତ୍ରାହି ମିଳିଛି । ଝିମି ଝିମ୍ ବରଷାରେ ଭିଜିଛି ଓଡ଼ିଶା । ଅନେଜ ଜିଲ୍ଲାରେ ଟୁପ ଟୁପ ବରଷା ବର୍ଷୁଚି । ବିଶେଷ କରି ଗରମରୁ ତ୍ରାହି ମିଳିଛି । ଅସହ୍ୟ ତାତିରେ ସିଝୁଥିବା ଓଡ଼ିଶାରେ ବର୍ଷା ପାଇଁ ଟିକେ ତାପମାତ୍ରା କମିଛି ।…

ମୈାସୁମୀ ଛୁଇଁଲା ଓଡ଼ିଶା

ଭୁବନେଶ୍ବର:  ମୈାସୁମୀ ଛୁଇଁଛି ଓଡ଼ିଶା । ଏବେ ଅନେକ ସ୍ଥାନରେ  ବର୍ଷା ହେଉଛି ।   ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁଛି । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଦକ୍ଷିଣ ପଶ୍ଚିମ ମୈାସୁମୀ ଦକ୍ଷିଣ ଓଡିଶାର କିଛି ଅଂଶରେ ପହଞ୍ଚିଛି ବୋଲି ଭାରତ ପାଣିପାଗ ବିଭାଗ…

ଆଗାମୀ ୪୮ ଘଣ୍ଟାରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଅନୁକୂଳ ହେଉଛି ପାଗ । ଆଗାମୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା । ଏବେ ଦକ୍ଷିଣ ଓଡ଼ିଶାରେ କିଛି ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ଥିବା ଟ୍ୱିଟ୍…

ଆସୁଛି ବର୍ଷା, ଦୁଇ ଦିନ ପରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ତାତି କମିବ । ଆସୁଛି ବର୍ଷା । କେରଳରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାକାଲି ଆନ୍ଧ୍ର ଏବଂ ଓଡ଼ିଶାରେ ବର୍ଷା ହେବାର ସଂଭାବନା ରହିଛି ।  ଆସନ୍ତାକାଲିଠୁ ଦେଶର ଦକ୍ଷିଣଭାଗରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଓଡ଼ିଶାରେ ପ୍ରବଳ…

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କୋହଲା ପବନ ସହ ବର୍ଷା ଜାରି

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ତାସଙ୍ଗକୁ କୋହଲା ପବନ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଏହିଭଳି ପାଗ ଅନୂଭୂତ ହେଉଛି । ୫ଟି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି । ଆଗାମୀ ୩ ଦିନ ଯାଏଁ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି…

ଆସନ୍ତା ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ବୃଦ୍ଧି ପାଇବ ବର୍ଷାର ପରିମାଣ । ୨୪ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଘଡ଼ଘଡ଼ି, ବିଜୁଳି ସହିତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।…

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ କରି ୮ଟି ଜିଲ୍ଲା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ଆକଳନ କରିଛି ଆଞ୍ଚଳିକ…

ଆଉ ଦୁଇ ଦିନ ବର୍ଷା, ନୂଆବର୍ଷରୁ ବଢ଼ିବ ଶୀତ

ଭୁବନେଶ୍ୱର: ପୁଣି ବଢ଼ିବ ଶୀତ । ଆସନ୍ତା ନୂଆବର୍ଷରୁ ରାଜ୍ୟରେ ଶୀତ ବଢ଼ିବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଦୁଇଦିନ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ହୋଇଛି । ବିଶେଷ କରି ଆଜି ସୁନ୍ଦରଗଡ଼,…

ସୃଷ୍ଟି ହେଲା ଆଉ ଏକ ଲଘୁଚାପ,ପ୍ରବଳ ବର୍ଷିବ

ଭୁବନେଶ୍ୱର : ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆଜି  ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି…

୪୬ ବର୍ଷରେ ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ଶନିବାର ସକାଳେ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମୋଟ ୧୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥର ମୌସୁମୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଶେଷ ଥର ପାଇଁ ୨୦୦୩ ମସିହାରେ ୧,୦୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ୨୦୨୧ ମୌସୁମୀ…