Latest Odisha News

BREAKING NEWS

Browsing Tag

Rajastan Highcourt

ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି କରୋନା ସଂକ୍ରମିତ

ଜୟପୁର: ଭାଇରସ କବଳରେ ଭିଆଇପି । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମିତ । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଅଶୋକ ଗେହଲଟ୍ ଟ୍ୱିଟ୍ କରି ଜଷ୍ଟିସ…

ରାଜସ୍ଥାନ କ୍ଷମତା ଲଢ଼େଇରେ ଆଜି ଚୁଡ଼ାନ୍ତ ରାୟ ଶୁଣାଇବେ ହାଇକୋର୍ଟ

ଜୟପୁର: ରାଜସ୍ଥାନରେ କାହାର ହେବ ଜିତାପଟ ? ପାଇଲଟ୍ ନା ଗେହଲଟ୍ କ୍ୟାମ୍ପ । କ୍ଷମତା ଲଢ଼େଇରେ ଆଜି ଚୁଡାନ୍ତ ରାୟ ଶୁଣାଇବେ ରାଜସ୍ଥାନ ହାଇକୋର୍ଟ । ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ରାୟ ଆସିବ । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍…

ପାଇଲଟ ଓ ତାଙ୍କ ଟିମ୍‌କୁ ୨୪ ଯାଏଁ ଆଶ୍ୱସ୍ତି

ଜୟପୁର: ଥମୁନି ରାଜସ୍ଥାନ ରାଜନୀତି ସଂକଟ । ଏହାରି ଭିତରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ଦିନ ବାଚସ୍ପତିଙ୍କ ନୋଟିସ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି । ସଚିନ ପାଇଲଟ ଓ ଅନ୍ୟ…

ସଚିନଙ୍କୁ ଆହୁରି କରିବାକୁ ପଡିବ ଅପେକ୍ଷା, ଶୁଣାଣି ସ୍ଥଗିତ ରଖିଲେ ବିଚାରପତି

ନୂଆଦିଲ୍ଲୀ: ସଚିନ ପାଇଲଟ କରିଥିବା ଆବେଦର ଶୁଣାଣି ସ୍ଥିଗିତ । ରାଜସ୍ଥାନ ହାଇକୋର୍ଟ ବିଚାରପତି ଏହାକୁ ସ୍ଥିଗିତ ରଖିଛନ୍ତି । ଆସନ୍ତାକାଲି ଏହାର ଶୁଣାଣି ହେବ । ରାଜସ୍ଥାନ ବିଧାନସଭାର ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ଅଯୋଗ୍ୟତା ନୋଟିସ୍‌କୁ ବିରୋଧ କରି ସଚିନ ପାଇଲଟ ଅନ୍ୟ…