Latest Odisha News

BREAKING NEWS

Browsing Tag

Rajgangpur

ହୋଲ୍ଡିଂ ଟ୍ୟାକ୍ସ ରଫାଦଫା ପାଇଁ ଲାଞ୍ଚ ନେବାବେଳେ ବନ୍ଧାହେଲେ ଟ୍ୟାକ୍ସ କଲେକ୍ଟର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ମ୍ୟୁନିସିପାଲିଟି ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେବା ବେଳେ ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ଟ୍ୟାକ୍ସ କଲେକ୍ଟର ଏମଡି ନସିର୍ ଧରା ପଡ଼ିଛନ୍ତି । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ୧୩ ହଜାର ଟଙ୍କା ଜବତ କରିଛି । ସୂଚନା ଅନୁସାରେ,…

ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ମା’ ଓ ପୁଅ

ରାଜଗାଙ୍ଗପୁର: ଦୟନୀୟ ଅବସ୍ଥାରେ ଉଦ୍ଧାର ହେଲା ମା ଓ ପୁଅ । ରାଜଗାଙ୍ଗପୁର ପୌରପାଳିକା ୧୨ ନମ୍ବର ୱାର୍ଡରେ ସିନେମା ପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୧୫ ଦିନ ମୁର୍ମୁଷ ଅବସ୍ଥାରେ ଘରେ ପଡ଼ିବା ପରେ ୬୦ ବର୍ଷୀୟ ବୃଦ୍ଧା ଓ ତାଙ୍କ ପୁଅକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଖବର…

ପୁଣି ଧରାପଡିଲା ନକଲି ସସ୍ କାରଖାନା, ୬୫୧ ବୋତଲ ଜବତ

ସୁନ୍ଦରଗଡ: ପୁଣି ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଲ । ଠାବ ହେଲା ନକଲି ସସ୍ କାରଖାନା । ସୁନ୍ଦରଗଡ ଜିଲ୍ଳା ରାଜଗାଙ୍ଗପୁର କୁମ୍ଭାରପଡାଠାର ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢଉ କରିଛି । ସେଠାରୁ ବହୁ ପରିମାଣର ନକଲି ସସ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି…

୩୧ ଯାଏଁ ରାଜଗାଙ୍ଗପୁରରେ ଲାଗିଲା କଟକଣା

ସୁନ୍ଦରଗଡ : ରାଜଗାଙ୍ଗପୁର ମ୍ୟୁନିସାପାଲିଟି ଅଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ୩୧ ଯାଏଁ କଟକଣା ଜାରି ହୋଇଛି । ସକାଳ ୬ଟାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଦିନ ଦୁଇଟା ପରେ ସାଧାରଣ ଲୋକଙ୍କ ଯାତାୟତ ଉପରେ ରୋକ୍…