ଜାଣନ୍ତୁ, କେମିତି କଟିବ ଆଜିର ଦିନ
ଆଜିର ରାଶିଫଳ ତା ୧୫-୭-୨୦୨୧ ଗୁରୁବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁଲାଇ ତା ୧୫ ରିଖ ଗୁରୁବାର ମିଥୁନ ୩୧ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଉତ୍ତର ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର
ଘାତ ବାର- ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର-କର୍କଟ ଓ ମକର ରାଶି…