Latest Odisha News
Browsing Tag

Rastrapati Bhawan

ପରିବର୍ତ୍ତନ ହେଲା ଉଦ୍ୟାନ ନାମ, ଆଜି ରାଷ୍ଟ୍ରପତି ଉଦ୍‌ଘାଟନ କରିବେ ଉଦ୍ୟାନ ଉତ୍ସବ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ -୨୦୨୩କୁ ଉଦ୍‌ଘାଟନ କରିବେ। ଜାନୁଆରି ୩୧ ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲାରହିବ । ରାଷ୍ଟ୍ରପତି ଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଅଲଗା ଅଲଗା…

ମୋଗଲ ଗାର୍ଡେନର ନାଁ ଏବେ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ ନାଁରେ ପରିଚିତ ହେବ । ୧୫ ଏକରରୁ ଅଧିକ ଜମିରେ ତିଆରି ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ତିଆରି ହୋଇଥିଲା। କୁହାଯାଏ, ମୋଗଲ ଗାର୍ଡେନ ହେଉଛି ରାଷ୍ଟ୍ରପତି ଭବନର ଆତ୍ମା। ଏହି ଗାର୍ଡେନଟି ସ୍ୱତନ୍ତ୍ର କିସମର ଗୋଲାପ ଓ…

ଶପଥ ନେଲେ CAG ଗିରୀଶ ମୁର୍ମୁ

ନୂଆଦିଲ୍ଲୀ: ଭାରତର ନୂଆ ସିଏଜି ଭାବରେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଆଇଏଏସ୍ ଗିରୀଶ ମୁର୍ମୁ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରକ୍ଷା କରି…