Latest Odisha News

BREAKING NEWS

Browsing Tag

Rayagada

ରାୟଗଡରେ ମାଓବାଦୀ କ୍ୟାମ୍ପ ଠାବ

ରାୟଗଡ : ରାୟଗଡର ଆମ୍ବଡାଳ ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗୁରୁବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ଏସଓଜି ଓ ଡିଏଭଏଫତଙ୍କ ମିଳିତ…

ଲଗାଣ ବର୍ଷାଯୋଗୁଁ ରେଳ ଟ୍ରାକ୍ ମରାମତି କାର୍ଯ୍ୟରେ ବିଳମ୍ବ

ରାୟଗଡା: ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଡାଇକାଲୁ-ଅମ୍ବଦଳାରେ ଥିବା ରେଲୱେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରେଳ ଟ୍ରାକ୍ ଧୋଇ ହୋଇଯାଇଛି । ଯାହାଫଳରେ ରାୟଗଡା-ଟିଟଲାଗଡରେ ରେଳସେବା ବାଧାପ୍ରାପ୍ତ ହୋଇଛି । ଏହି ବନ୍ୟା ଜଳ ପ୍ରବାହିତ…

ରାୟଗଡା ରେଳ ଷ୍ଟେସନରୁ ଉଦ୍ଧାର ହେଲେ ୨୭ ଦାଦନ ଶ୍ରମିକ

ରାୟଗଡା: ରାୟଗଡା ପୋଲିସ ଓ ଜିଆରପି ମିଳିତ ଉଦ୍ୟମରେ ରେଳଷ୍ଟେସନରୁ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକ ମାନଙ୍କ ଘର ରାୟଗଡା ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ରହିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ…

ଇଭିଏମ୍ ମେସିନ୍ ମରାମତିରେ ବିଳମ୍ବ ଯୋଗୁଁ ଘରକୁ ଫେରିଲେ ଭୋଟର୍

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଅଚଳ ଇଭିଏମ୍ ଓ ଭିଭିପିଏଟି ମେସିନ୍ ମରାମତିରେ ବିଳମ୍ବ ଯୋଗଁ ମତଦାନ ନକରି ଘରକୁ ଫେରିଲେ ଭୋଟର୍ । ରାୟଗଡା ଜିଲ୍ଲାରେ ଭୋଟ୍ ଦେବା ପାଇଁ ବହୁ ସଂଖ୍ୟାରେ…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୩ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୩ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କୃତ ୩ ନେତାଙ୍କ ମଧ୍ୟରେ ରହିଛନ୍ତି ରାୟଗଡା ଗୁଣୁପୁର ନିର୍ବାଚନ ମଣ୍ଡଳୀର ୨ ଜଣ ଏବଂ ଜଣେ କଟକ ଜିଲ୍ଲା…

ରାୟଗଡରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ରାୟଗଡ : ରାୟଗଡର ଚାନ୍ଦିଲି ଥାନା ଅନ୍ତର୍ଗତ ସିଂହାନିଆ ଛକ ନିକଟରେ ଥିବା ଏକ ଏଟିଏମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ ଭାଙ୍ଗି ସେଥିରୁ ଲକ୍ଷାଧିକ ଟଙ୍କା ଲୁଟ୍…