ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ, ବଢିଲା ସର୍ଭିସ୍ ଚାର୍ଜ
ନୂଆଦିଲ୍ଲୀ : ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ । ବଢିଲା ସର୍ଭିସ୍ ଚାର୍ଜ । ଏଟିଏମ୍ ମେସିନରୁ ନଗଦ ଟଙ୍କା ଉଠାଇବା କିମ୍ବା ଅଣ-କାରବାର ନେଣଦେଣ ପାଇଁ ଅଧିକ ଦେୟ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କରୁ ସବୁଜ ସଙ୍କେତ ପାଇବା ପରେ ବର୍ତ୍ତମାନ ବ୍ୟାଙ୍କ ଗୁଡିକ ଏଟିଏମରୁ ନଗଦ…