Latest Odisha News

BREAKING NEWS

Browsing Tag

RBI Governor

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ

ଚେନ୍ନାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହସ୍ପିଟାଲରେ ଭର୍ତ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଅଛି। ତେବେ ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଚିନ୍ତାର କୌଣସି ଆବଶ୍ୟକତା…

ବଢିବ କି ଆରବିଆଇ ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ? 

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ନିର୍ବାଚନ ପରେ ଏହାର ଘୋଷଣା କରାଯାଇପାରେ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କର…

୨୦୦୦ ଟଙ୍କିଆ ନୋଟକୁ ନେଇ ବଡ଼ ଅପଡେଟ ଦେଲା RBI

ନୂଆଦିଲ୍ଲୀ: ବିମୁଦ୍ରୀକରଣ ସମୟରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା। ପରେ ସରକାର ମଧ୍ୟ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ RBI ଗତ ବର୍ଷ ମଇ ମାସରେ ଘୋଷଣା କରିଥିଲେ। ଏ ସମ୍ପର୍କରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗୁରୁବାର ଦିନ କହିଛି ଯେ…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି; ଶକ୍ତିକାନ୍ତ ଦାସଙ୍କୁ ଆଉ ତିନି ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଆଉ ୩ ବର୍ଷ ପାଇଁ ରହିବେ ଆର୍‌ବିଆଇର ଗଭର୍ଣ୍ଣର। ମୋଦୀ ସରକାର ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଭାବରେ ଆଉ ତିନି ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ , "କ୍ୟାବିନେଟର…

କମିବ କି ସୁଧହାର, କି ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର ?

ନୂଆଦିଲ୍ଲୀ: କୋଭିଡ୍ ଯୋଗୁ ଅର୍ଥନୀତି ଏବେ କୋମାରେ । ବିଭିନ୍ନ ସେକ୍ଟରରେ ମାନ୍ଦାବାସ୍ଥା । ଏଭଳି ସମୟରେ କମିବ କି ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଆଜି ମଧ୍ୟାହ୍ନ ୧୨ଟାରେ ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା ପରେ ସୂଚନା ଦେବେ ଆରବିଆଇ…