ଲକ୍ଷ୍ନୌରେ କୋଠା ଭୁଶୁଡିବା ଘଟଣା; ମୃତ୍ଯୁ ସଂଖ୍ଯା ୮ ଛୁଇଁଲା
ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗରରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ଯୁ ସଂଖ୍ଯା ୮ ଛୁଇଁଛି। ଏପଟେ ୨୮ଜଣ ଆହତଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଏହି ପୁରୁଣା ୩ମହଲା କୋଠାରେ ଔଷଧ ଗୋଦାମ ଚାଲୁଥିଲା । ଘଟଣା ସମୟରେ…