Latest Odisha News
Browsing Tag

Road Blocked

ନାବାଳକଙ୍କୁ ବଳି ଦିଆ ଯାଇଥିବା ସନ୍ଦେହ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ପୁଅର ଦେହ ସବୁବେଳେ ଖରାପ ହେଉଥିଲା । ତେଣୁ ମାଆ ନେଇଥିଲା ଠାକୁରାଣୀଙ୍କ ପାଖକୁ । ପୂଜାର୍ଚ୍ଚନା କରିବା ସହ ମାଆପୁଅ ସେଠି ରାତିରେ ରହିଥିଲେ । ହେଲେ ସକାଳ ହେଲା ବେଳକୁ ମାଆ ପାଖରେ ପୁଅ ନଥିଲା । ଆଉ ଘଟଣାର ୬ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ମିଳିଛି ପୁଅର ଝୁଲନ୍ତା ମୃତଦେହ । ହେଲେ…

ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାତିରୁ ରାଜପଥ ଅବରୋଧ

ସୋନପୁର: ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥରେ ଯାତାୟତ ଠପ୍ । ମଙ୍ଗଳବାର ରାତିରୁ ରାସ୍ତା ଅବରୋଧ କରିଛନ୍ତି ନାୟକପଡ଼ା ଗ୍ରାମବାସୀ । ଗତକାଲି ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ ନାୟକପଡ଼ାର ଅଭିମନ୍ୟୁ ସାହୁଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲା ।…

ପୁନଃ ଭୋଟ୍ ଗଣତି ଦାବିରେ ରାସ୍ତାରୋକ

ବଲାଙ୍ଗିର: ପୁନଃ ଭୋଟ୍ ଗଣତି ଦାବିରେ ରାସ୍ତାରୋକ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଠେମରା ଗ୍ରାମବାସୀ । ଭୋଟ୍ ଗଣତିରେ ହେରଫେର୍ ଅଭିଯୋଗ ହୋଇଛି । ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣତିରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ…