ରାଉରକେଲା ବାସୀଙ୍କ ଲାଗି ପ୍ରସ୍ତୁତ ହେଉଛି ରାଉରକେଲା ୱାନ୍ ପ୍ରକଳ୍ପ
ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ଅଧିନରେ ଏବେ ବିଭିନ୍ନ ପ୍ରକଳ୍ପ ଜୋରସୋରରେ ଚାଲିଛି। ତନ୍ମଧ୍ୟରୁ ମୁଖ୍ୟ ପ୍ରକଳ୍ପ ହେଲା ରାଉରକେଲା ୱାନ୍ ପ୍ରକଳ୍ପ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ସହରବାସୀଙ୍କୁ ବିବିଦ୍ଧ ସୁବିଧା ଗୋଟିଏ ସ୍ଥାନରେ ମିଳିପାରିବ। ଏହି ପ୍ରକଳ୍ପ ବର୍ତ୍ତମାନ…