ମତ୍ସଜୀବୀ ହେବେ ଉପକୃତ: ମନ୍ଦିରା ଡ୍ୟାମରେ ଛଡାଗଲା ୧.୪ଲକ୍ଷ ଯାଁଳ
ରାଉରକେଲା: ମତ୍ସଜୀବୀଙ୍କ ଉନ୍ନତମାନର ଜୀବିକା ନିର୍ବାହ ପାଇଁ ଆରଏସପି ନେଇଛି ସୁନ୍ଦର ପଦକ୍ଷେପ । ଆରଏସପି ପକ୍ଷରୁ ଓଡିଶା ସରକାରଙ୍କ ମତ୍ସ ବିଭାଗର ସହଯୋଗରେ ମନ୍ଦିରା ଜଳଭଣ୍ଡାରରେ ୧.୪ଲକ୍ଷ ମାଛ ଯାଁଳ ଛଡାଯାଇଛି । ପ୍ରାୟ ୨ଲକ୍ଷ ମୂଲ୍ୟର ଯାଁଳକୁ ଲାଇଙ୍ଗ ଓ ଡୁମେରଜୋର ଅଞ୍ଚଳରେ ଛଡାହୋଇଛି ।…