Latest Odisha News
Browsing Tag

rubina dilaik

‘ଛୋଟି ବୋହୂ’ ସିରିଏଲର ନାୟିକା ରୁବିନା ଦଲୈକ ଅସୁସ୍ଥ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ରୁବିନା ଦଲୈକ। ନିଜ ଲୁକ୍ସ ଆଉ ଷ୍ଟାଇଲକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ବର୍ତ୍ତମାନ ତାଙ୍କ ସୁନ୍ଦର ଚେହେରା ବିଗିଡ଼ି ଯାଇଛି  । ଚର୍ଚ୍ଚାରେ ରହୁଥିବା ରୁବିନା ଅସୁସ୍ଥ ଥିବା ସୂଚନା ମିଳୁଛି  । ସେ ସୋଶିଆଲ ମିଡିଆରେ ଫଟୋ…

ବଲିଉଡ୍‌ରେ ଏଣ୍ଟ୍ରି କରିବେ ରୁବିନା

ମୁମ୍ବାଇ: ବଲିଉଡ୍‌ରେ ଏଣ୍ଟ୍ରି କରିବେ ଛୋଟ ପରଦାର ଛୋଟି ବୋହୁ ତଥା ଅଭିନେତ୍ରୀ ରୁବିନା ଡିଲାଇକ୍‌। ଛୋଟ ପରଦାରେ ବିଭିନ୍ନ ଚରିତ୍ରରେ ବେଶ୍‌ ନିଖୁଣ ଭାବେ ନିଭେଇପାରିଛନ୍ତି ରୁବିନା। ଏହାସହିତ ସେ ବିଗ୍‌ ବସ୍‌ ୧୪ର ବିଜେତା ମଧ୍ୟ ରହିଛନ୍ତି। ତେବେ ସେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପ୍ରବେଶ…