Latest Odisha News
Browsing Tag

Russia-Ukraine

ପୁଟିନଙ୍କୁ ପୁଣିଥରେ ‘ଯୁଦ୍ଧ ଅପରାଧୀ’ କହିଲେ ଜୋ ବାଇଡେନ୍

ନ୍ୟୁୟର୍କ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ୪୦ଦିନରେ ପହଞ୍ଚିଛି । ଏହି ୪୦ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଛି । ୟୁକ୍ରେନ ରାଜଧାନୀ କିଭ ପାଖରେ ଥିବା ବୁଚା ସହରରେ କୁଢ କୁଢ ଶବ ଦେଖିବାକୁ ମିଳିଛି । ଏହା ଉପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ପୁଟିନଙ୍କୁ…

ବାଇଡେନଙ୍କ ବୟାନ, ଖୁବଶୀଘ୍ର ବଦଳିବ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟ

ନ୍ୟୁୟର୍କ: ପୋଲାଣ୍ଡ ଗସ୍ତ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟାନ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି ।  ଆମେରିକାର ଏହି ୪୬ ତମ ରାଷ୍ଟ୍ରପତି କହିଛନ୍ତି ଯେ ଖୁବ୍ ଶୀଘ୍ର ବଦଳିବ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟ। ଆଉ ଏହାର ନେତୃତ୍ୱ ନେବ ଆମେରିକା । ଏଥିପାଇଁ ଆମେରିକା ବିଶ୍ୱର…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ନେହରୁଙ୍କ କୂଟନୀତିକୁ ବ୍ୟବହାର କରୁଛନ୍ତି ମୋଦୀ !

ନୂଆଦିଲ୍ଲୀ: ରାତି ପାହିଲେ ଅଷ୍ଟ୍ରେଲିଆ ସହ ଭାରତର ଡିଜିଟାଲ ଶିଖର ସମ୍ମିଳନୀ ରହିଛି । ଏହା ପୂର୍ବରୁ ଭାରତକୁ ପ୍ରଶଂସା କରିଛି ଅଷ୍ଟ୍ରେଲିଆ। ରବିବାର ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ ଫାରେଲ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ।…

ଯୁଦ୍ଧ ବେଳେ ଲୋକଙ୍କୁ ସହଯୋଗ କରିବାକୁ ଟ୍ରକ ଷ୍ଟିଅରିଂ ଧରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କାମେରନଙ୍କର ଏକ ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କାମରେନ ଶରଣାର୍ଥୀଙ୍କୁ ସହଯୋଗ କରିବା ପାଇଁ ନିଜେ ଟ୍ରକ ଚଳାଇ ପୋଲାଣ୍ଡ ଯାଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଟ୍ରକ…

ଯୁଦ୍ଧ ଭିତରେ ବାଇଡେନ ଏବଂ ଜିନ୍ ପିଙ୍ଗଙ୍କ କଥାବାର୍ତ୍ତା; ଆଲୋଚନାର ୫ ପ୍ରମୁଖ କାରଣ?

ନ୍ୟୁୟର୍କ: ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଫୋନରେ କଥା ବାର୍ତ୍ତା ହୋଇଛନ୍ତି । ନିକଟରେ ଋଷ ଚୀନକୁ ଯୁଦ୍ଧ ପାଇଁ ସାମରିକ ଅସ୍ତ୍ର ଏବଂ ଆର୍ଥିକ ସହାୟତା ମାଗିଥିଲା। ଏହାପରେ ବାଇଡେନ୍ ଜିନ୍ ପିଙ୍ଗଙ୍କୁ ଫୋନ୍ କରି…

ଡୋନବାସରେ ରୁଷ ସୈନ୍ୟ ଉପରେ ୟୁକ୍ରେନର ଆକ୍ରମଣ, 100 ମୃତ: ରିପୋର୍ଟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଯଦିଓ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସକାରାତ୍ମକ ନିଷ୍କର୍ସ ଆସିପାରିନି। ଅନେକ ରାଉଣ୍ଡ ଆଲୋଚନା ହୋଇଛି କିନ୍ତୁ ଯୁଦ୍ଧ ଜାରି ରହିଛି। ତେବେ ବିଭିନ୍ନ ମିଡିଆର ରିପୋର୍ଟ ଅନୁୟାୟୀ ଡୋନବାସରେ…

ଋଷ୍ ୟୁକ୍ରେନ ଯୁଦ୍ଧ : ”ମୁଁ କିଭ୍‌ରେ ଅଛି ,କାହାକୁ ଭୟ କରୁନି” ଭିଡିଓ ସେୟାର କରି କହିଲେ ୟୁକ୍ରେନ୍…

ଦିଲ୍ଳୀ : ଋଷ୍ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷ୍ ଘନ ଘନ ମିଜାଇଲ ମାଡରେ ପୁରା ଧ୍ୱଂସ ହୋଇଗଲାଣି ୟୁକ୍ରେନ ।ଏହି ସମୟରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡୋମିର୍ ଜେଲେନସ୍କିଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ନିଜେ ରଷ୍ଟ୍ରପତି ନିଜ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି…

ପୁଟିନଙ୍କୁ ଚେତେଇଲେ ବାଇଡେନ୍: ୟୁକ୍ରେନ୍ ଆକ୍ରମଣ କଲେ ପରିଣାମ ଭୟାବହ ହେବ

ଓ୍ୱାଶିଂଟନ୍: ୟୁକ୍ରେନ-ରୁଷିଆ ଭିତରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି । ୟୁକ୍ରେନ୍ ସଂକଟ ଉପରେ ସାରା ବିଶ୍ୱର ନଜର ରହିଛି । ଯେକୌଣସି ସମୟରେ ରୁଷିଆ ୟୁକ୍ରେନ୍ ଉପରେ ହମଲା କରିପାରେ । ଯଦି ରୁଷିଆ ଆକ୍ରମଣ କଲେ ତେବେ ପରିସ୍ଥିତି ଓ ପରିଣାମ ଭୟାବହ ହେବ । ରୁଷ୍ ରାଷ୍ଟ୍ରପତି…