Latest Odisha News

BREAKING NEWS

Browsing Tag

Russian President

ବିଗିଡ଼ିଲା ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା

ମସ୍କୋ: ପୁଣି ଥରେ ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଗଲା । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅସୁସ୍ଥ ହୋଇପଡ଼ିଛନ୍ତି । ପୂର୍ବରୁ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା । ବ୍ରିଟିଶ୍‌ ଗଣମାଧ୍ୟମ ‘ବ୍ରିଟେନ…

ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ଭିତରେ ୧୮ ଦିନ ହେବ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଘମାଘୋଟ ଲଢ଼େଇ ଚାଲିଛି . ଆକାଶରୁ ମିସାଇଲ୍ ଓ ରକେଟ୍ ଖସୁଛି । ଜନବସତି ବି ଧ୍ୱଂସସ୍ତୁପ ପାଲଟିଲାଣି । ବଡ଼ ବଡ଼ ଅଟ୍ଟାଳିକା ଖଣ୍ଡ…

ୟୁରୋପୀୟ ଦେଶକୁ ନାଲି ଆଖି ଦେଖାଇଲେ ପୁଟିନ୍

ମସ୍କୋ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ୟୁରୋପୀୟ ରାଷ୍ଟ୍ରକୁ ଧମକାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଉପରେ ହମଲା ପାଇଁ ରୁଷ ଉପରେ ବିଭିନ୍ନ ଦେଶ ଅର୍ଥନୈତିକ କଟକଣା ଲଗାଇଛନ୍ତି । ରୁଷ୍ ପାଇଁ କିଛି ଦେଶ ବାୟୁସୀମା ବନ୍ଦ କରିଛନ୍ତି । ଏମିତି ସ୍ଥିତିରେ ପୁଟିନ୍…