କବିତା : ଭୁବନେଶ୍ୱର
ସୁପ୍ରିୟା ପ୍ରଶାନ୍ତ
ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ
ତାକୁ ଦେଖିଥିବା ଲୋକେ ମନେ ପକାନ୍ତି ,
ସେ ନିରୀମାଖୀ, ଏକବାରେ ମନୋଇ
ଟିଆପଖିଆ ପଣତ ତାର ଲମ୍ବିଥାଏ ,
ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ,
ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।…