ହିଞ୍ଜଡ଼ା
ସୁପ୍ରିୟା ପଣ୍ଡା
ଲୋକାଲ ଟ୍ରେନ ଭିତରେ ପଶିବା ଯେତିକି କଷ୍ଟ , ତା ଠାରୁ ଅଧିକ କଷ୍ଟ ଠିଆ ହେଇ ଯିବା । ସିଟ ମିଳିବାର ପ୍ରଶ୍ନ ବି ମନ ଭିତରକୁ ଆସେ ନାହିଁ।
ଦିନ ସାରା ଫାଇଲ ଚାଷ କରି , ସୁଜାତା ଟ୍ରେନ ଭିତରେ ପଶିଲା । ଭିଡ଼ ତ ନୁହେଁ ସତେ ଯେମିତି ଜନ ସମୁଦ୍ର। ସେଇ…