Latest Odisha News
Browsing Tag

sahoo

ରିଲିଜ ହେଲା ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’

ମୁମ୍ୱାଇ: ଆଜି ରିଲିଜ ହୋଇଛି ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’। ଆକ୍ସନ୍‌ ଥ୍ରୀଲର୍‌ ଓ ରୋମାନ୍ସରେ ଭରା ଏହି ଫିଲ୍ମର ଟିଜର୍‌, ଟ୍ରେଲର୍‌ ଓ ଗୀତ ଗୁଡିକୁ ମିଳିସାରିଛି ଅନେକ ପ୍ରଶଂସା । ଏହାକୁ ନଜରରେ ରଖି ବକ୍ସ ଅଫିସରେ ଫିଲ୍ମଟି ରେକର୍ଡ କଲେକ୍ସନ୍‌ କରିବ ବୋଲି ସିନେ…

ରିଲିଜ ପୂର୍ବରୁ ସୁପରହିଟ୍: ୧ କୋଟିରୁ ଅଧିକ ଲୋକ ଦେଖିଲେ ’ସାହୋ’ର ଟ୍ରେଲର

ମୁମ୍ବାଇ: ସୁପରଷ୍ଟାର ବହୁବଲୀ ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ’ସାହୋ’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଦେଖିବା ପରେ ପିଲ୍ମଟି ସୁପରହିଟ୍ ହେବ ବୋଲି ସିନେ ସମୀକ୍ଷକ ମାନେ ମତ ଦେଇଛନ୍ତି । ଟ୍ରେଲରରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଜବରଦସ୍ତ ଆକ୍ସନ, ରୋମାନ୍ସ ଦର୍ଶକଙ୍କ ମନକୁ…

ବିବାହ କରିବେ ବାହୁବଳୀ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥି

ମୁମ୍ବାଇ : ଖୁବ୍‍ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ବାହୁବଳୀ ପ୍ରଭାସ। ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ପରେ ସେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ‘ସାହୋ’ର ମୁକ୍ତିଲାଭ ପରେ ଆମେରିକାର ଜଣେ ପ୍ରତିଷ୍ଠିତ…