Latest Odisha News

BREAKING NEWS

Browsing Tag

salman khan

ବଲିଉଡ୍ ଭାଇଜାନଙ୍କୁ ୫୭ ବର୍ଷ, ଭଉଣୀ ଓ ଭାଣିଜୀ ସହ ପାଳିଲେ ଜନ୍ମଦିନ

ମୁମ୍ୱାଇ: ଆଜି ଭାଇଜାନଙ୍କ ବାର୍ଥ ଡେ। ୫୭ ବର୍ଷରେ ପାଦ ଦେଲେ ବଲିଉଡ୍ ଆକ୍ଟର ସଲମାନ ଖାଁ। ବିଳମ୍ୱିତ ରାତି ଯାଏଁ ଜନ୍ମ ଦିନ ପାଳନ କରିଛନ୍ତି ବିଗ୍ ବସ୍। ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ପାର୍ଟି ଆୟୋଜନ ହୋଇଥିଲା। ବହୁ ବଲିଉଡ୍ କଳାକାର ଏଥିରେ ସାମିଲ ହୋଇଥିଲେ। ଅର୍ପିତା ଓ ଆୟୁଷ…

‘ବିଗ ବସ ସିଜିନ-୧୬’ ରେ ଅଭିନେତା କରଣଙ୍କ ଏଣ୍ଟ୍ରିକୁ ନେଇ ହଟିଲା ରହସ୍ୟ

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ 'ବିଗ ବସ ସିଜିନ-୧୬' ପାଇଁ ସମସ୍ତେ ଉତ୍ସୁକ ଥିବା ବେଳେ ଚଳିତ ସିଜିନରେ କେଉଁମାନଙ୍କୁ ଶୋ'ରେ ଏଣ୍ଟ୍ରି ମିଳୁଛି ତାହା ଜାଣିବା ପାଇଁ ଦର୍ଶକ ବେଶ ଆଗ୍ରହୀ ଅଛନ୍ତି। ଗତ କିଛି ଦିନ ହେବ ଅଭିନେତା କରଣ ପଟେଲ 'ବିଗ ବସ ସିଜନ-୧୬'ରେ ଆସିପାରନ୍ତି ବୋଲି…

ସାମ୍ବାଦିକଙ୍କ ଠାରୁ ଫୋନ ଛଡ଼ାଇବା ମାମଲାରେ ସଲମାନଙ୍କୁ ହେବନି ସମନ

ମୁମ୍ବାଇ: ବଲିଉଡ ଅଭିନେତା ସବୁବେଳେ କିଛି କିଛି ମାମଲାରେ ଫସୁଛନ୍ତି । ୨୦୧୯ର ଏକ ମାମଲାରେ ତାଙ୍କୁ ଆଜି ମୁମ୍ବାଇ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଜଣେ ସାମ୍ବାଦିକଙ୍କ ଫୋନ ଛଡେଇବା ଘଟଣାରେ ତାଙ୍କୁ ଅନେ୍ଧରୀ କୋର୍ଟ ସମନ ଜାରି କରିଥିଲେ । ଆଜି ଅନେ୍ଧରୀ କୋର୍ଟରେ ତାଙ୍କୁ ହାଜର ହେବା…

ନିଜ ବ୍ରେସଲେଟ୍‌ ପଛ‌ର ରାଜ୍‌ ଖୋଲିଲେ ସଲ୍‌ମାନ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଲୁକ ଓ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକମାନେ ଦବାଙ୍ଗ ଖାନ ତଥା ଭାଇଜାନଙ୍କ ଷ୍ଟାଇଲ୍‌କୁ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ତାଙ୍କ ଲୁକ୍‌କୁ ସମସ୍ତେ ଫଲୋ ମଧ୍ୟ କରନ୍ତି। ସଲ୍‌ମାନଙ୍କ…

[ଭିଡିଓ] ମୁମ୍ବାଇ ରାସ୍ତାରେ ଅଟୋରିକ୍ସା ଚଳାଇଲେ ସୁପରଷ୍ଟାର ସଲମାନ୍ ଖାନ୍

ମୁମ୍ବାଇ: ଦର୍ଶକଙ୍କୁ ଇମ୍ପ୍ରେସ୍ କରିବାକୁ ଭୁଲନ୍ତି ନାହିଁ ସୁପରଷ୍ଟାର ସଲମାନ ଖାନ । କେତେବେଳେ ଚିତ୍ର ଆଙ୍କି ତ ପୁଣି କେତେବେଳେ ରାସ୍ତାରେ ସାଇକଲ ଚଢି ସେ ନିଜ ଦର୍ଶକଙ୍କୁ ଦେଇଥାନ୍ତି ସରପ୍ରାଇଜ ପରେ ସରପ୍ରାଇଜ । ନିକଟରେ ସଲମାନଙ୍କୁ ଅଟୋରିକ୍ସା ଚାଳକ ଅବତାରରେ ଦେଖିବାକୁ ମିଳିଥିଲା ।…

ସଲମାନ କହିଲେ ତିନି ଥର କାମୁଡ଼ିଥିଲା ସାପ, ହସ୍ପିଟାଲରେ ରହିଲେ ୬ ଘଣ୍ଟା

ମୁମ୍ବାଇ: ସଲମାନ ଖାନଙ୍କୁ ସାପ ଥରେ ନୁହେଁ ତିନି ଥର କାମୁଡ଼ିଥିଲା । ହାତରେ ଚୋର ପରେ ଚୋଟ ମାରିଥିଲା ସାପ । ତାଙ୍କ ଫାର୍ମ ହାଉସ ଗାର୍ଡେନରେ ସର୍ପ ଦଂଶନର ଶିକାର ହୋଇଥିଲେ ଭାଇଜାନ୍ । ନିଜେ ଏକଥା କହିଛନ୍ତି ସଲମାନ ଖାନ୍ । ସେ କହିଛନ୍ତି, ପାନଭେଲ୍ ସ୍ଥିତ ଫାର୍ମହାଉସରେ ଏକ ସାପ ପଶିଥିଲା…

ପୋଲିସ ପରେ ସ୍ପାଏ ଅବତାରରେ ଆସୁଛନ୍ତି ଦବଙ୍ଗ ଖାନ ସଲମାନ୍

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ସୁପରଷ୍ଟାର ସଲମାନଙ୍କ ଫିଲ୍ମ ଅନ୍ତିମ୍ । ବକ୍ସ ଅଫିସରେ ଏହି ଫିଲ୍ମକୁ ମିଳିଛି ଅପୂର୍ବ ସଫଳତା । ଅନ୍ତିମକୁ ବାଦ୍ ଦେଲେ ଟାଇଗର୍‌-୩ ମଧ୍ୟ ପାଇପ୍ ଲାଇନରେ ରହିଛି । ଫିଲ୍ମ ଟାଇଗର ସିରିଜରେ ସଲମାନ RAW ଏଜେଣ୍ଟ ଭାବେ ନଜର ଆସିଥିଲେ । ତେବେ ଆଗାମୀ ଦିନରେ…

ଗାଲାକ୍ସି ଆପାର୍ଟମେଣ୍ଟ ଛାଡି ଘର ଭଡା ନେଲେ ଭାଇଜାନ ସଲମାନ ଖାନ

ମୁମ୍ବାଇ : ବଲିଉଡ୍ ଦବଙ୍ଗ ସଲମାନ୍ ଖାନ୍ ସବୁବେଳେ କିଛି ନା କିଛି କରି ବେଶ୍ ଚର୍ଚ୍ଚାରେ ଥାନ୍ତି। ସଲମାନ୍ ନିଜ ପରିବାର ସହ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ଏତେ ସମ୍ପତି ଥାଇ ମଧ୍ୟ ଏବେ ଭଡା ଘରେ ରହୁଛନ୍ତି ସଲମାନ୍। ଭିଓର୍ସମାନେ ଭାବୁଛନ୍ତି ସଲମାନ୍ ଘର ଭଡା…

ଆର୍ୟନ ଗିରଫ ପରେ ଶାହାରୁଖଙ୍କୁ ଭେଟିବାକୁ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟିରେ ସାମିଲ ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ତାଙ୍କୁ ଦିନିକିଆ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ଯାଏ ତାଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଗତକାଲି ଆର୍ୟନ ଗିରଫ…

ଗେମ୍‌ ‘ସେଲମନ୍ ଭୋଇ’ ବିରୋଧରେ ମକଦ୍ଦମା ଦାୟର କଲେ ସଲମାନ

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଗେମ୍‌ 'ସେଲମନ୍ ଭୋଇ' ବିରୋଧରେ ଅଭିନେତା ସଲମାନ ଖାନ ମୁମ୍ବାଇ ସିଭିଲ କୋର୍ଟରେ ଏକ ମକଦ୍ଦମା ଦାୟର କରିଛନ୍ତି। ଏହି ଗେମ୍‌ ସଲ୍‌ମାନଙ୍କ ଚର୍ଚ୍ଚିତ ୨୦୦୨ ହିଟ୍-ରନ୍ ମାମଲା ଉପରେ ଆଧାରିତ। ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା…