Latest Odisha News
Browsing Tag

samsung

ବିପଦରେ ଲକ୍ଷ ଲକ୍ଷ ଏଣ୍ଡ୍ରୟଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଭାରତରେ 5G ଆରମ୍ଭ ସହ ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଛି । ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍ଥା ଚେତାବନୀ ଦେଇଛି । ସାମସଙ୍ଗ ଗାଲାକ୍ସି, ୱାନ୍ ପ୍ଲସ୍, ଅପୋ, ଭିଭୋ, ସାଓମି ଭଳି ସ୍ମାର୍ଟଫୋନ୍ ସାମିଲ୍ ରହିଛି । ଏସବୁ ଫୋନ୍…

ଡିସେମ୍ବର ୩୧ରୁ ଏହି ୪୭ଟି ଫୋନରେ ଆଉ ଚାଲିବନି ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ଦିନ କେଇଟା ପରେ ନୂଆ ବର୍ଷ ଆସିବ । କାନ୍ଥରେ ଲାଗିଥିବା କ୍ୟାଲେଣ୍ଡର ବଦଳିବା ସହ ହ୍ୱାଟ୍ସଆପ୍ ଆଉ ଆପଣଙ୍କ ଫୋନରେ କାମ କରିବନି । ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏଣ୍ଡ୍ରୟଡ୍ ଓ ଆଇଫୋନର କେତେକ ମଡେଲରେ ଆଉ ଚାଲିବ ନାହିଁ ।…

ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଲି ଜେ ୟୋଙ୍ଗଙ୍କୁ ଅଢେଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସିଓଲ କୋର୍ଟ ସୋମବାର ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଲି ଜେ ୟୋଙ୍ଗଙ୍କୁ ଅଢେଇ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ଏଭଳି ଦଣ୍ଡବିଧାନ କରାଯାଇଛି। ଏହି ମାମଲାରେ ପୂର୍ବତନ…

ସାମସଙ୍ଗ ଗାଲାକ୍ସି ଏ୨୨ ଶସ୍ତା ୫ଜି ଫୋନ ଆସନ୍ତା ବର୍ଷ ହେବ ଲାଞ୍ଚ

ନୂଆଦିଲ୍ଲୀ : ଲୋକପ୍ରିୟ ମୋବାଇଲ କମ୍ପାନୀ ସାମସଙ୍ଗ ଏହାର ଲୋକପ୍ରିୟ ଗାଲାକ୍ସି ଏ ସିରିଜ୍ ଅନ୍ତର୍ଗତ ଶସ୍ତା ୫ଜି ସ୍ମାର୍ଟଫୋନ୍ ଗାଲାକ୍ସି ଏ ୨୨ ୫ଜି ଲଞ୍ଚ କରିବାକୁ ଯାଉଛି। ଆସନ୍ତା ବର୍ଷ ଏହି ସ୍ମାର୍ଟଫୋନ୍ ଲଞ୍ଚ ହେବ। ଖବର ଅନୁଯାୟୀ ଆସନ୍ତା ବର୍ଷ ଜୁନ୍ ପରେ ଏହି ଫୋନ୍ ଲଞ୍ଚ…

ଚାଇନାର ସ୍ମାର୍ଟଫୋନ୍ କମ୍ପାନୀ ପାଇଁ ବଢ଼ିଲା ଅସୁବିଧା, ଭିଭୋକୁ ପଛରେ ପକାଇଲା ସାମସଙ୍ଗ

ନୂଆଦିଲ୍ଲୀ: କୋଭିଡ୍ -୧୯ ହେତୁ ଚାଇନାର ସ୍ମାର୍ଟଫୋନ୍ ବ୍ରାଣ୍ଡର ବଜାର ଅଂଶ ଉପରେ ଯଥେଷ୍ଟ ପ୍ରଭାବ ପଡିଛି | ଏଥି ସହିତ, ଉପଭୋକ୍ତାମାନଙ୍କ ଚାଇନା ବିରୋଧୀ ଭାବନା ଯୋଗୁଁ ଏହି ବ୍ରାଣ୍ଡଗୁଡ଼ିକ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ସମୟରେ, ସାମସଙ୍ଗ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର…

ସାମସଙ୍ଗ ଲଞ୍ଚ କଲା ବଜେଟ୍ ସ୍ମାର୍ଟଫୋନ ଗାଲାକ୍ସି M01s, ଆସନ୍ତୁ ଜାଣିବା ଫିଚର୍ସ ବିଷୟରେ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍ ନିର୍ମାତା ସାମସଙ୍ଗ ଭାରତରେ ଆଉ ଏକ ବଜେଟ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଗତ ବର୍ଷ ଆରମ୍ଭ ହୋଇଥିବା ଗାଲାକ୍ସି ଏମ ସିରିଜ୍ ଅଧୀନରେ ଏହି ସ୍ମାର୍ଟଫୋନ୍ କମ୍ପାନୀ ଦ୍ୱାରା ଲଞ୍ଚ କରାଯାଇଛି। ସାମସଙ୍ଗ ଗାଲାକ୍ସି M01s କମ୍ପାନୀ ଦ୍ୱାରା ଭାରତରେ ୯,୯୯୯…